Browsing Tag

cyclone phani

ଆସୁଛି ବାତ୍ୟା ଫାନୀ, ଓଡ଼ିଶା ଉପରେ ପ୍ରଭାବ ନେଇ ୭୨ ଘଣ୍ଟା ପରେ ସ୍ପଷ୍ଟ ହେବ ଚିତ୍ର

କେନ୍ୟୁଜ୍ : ବାତ୍ୟା ଫାନୀର ଓଡ଼ିଶା ଉପରେ ପ୍ରଭାବ ପଡ଼ିବନି । ଆସନ୍ତା ୩୦ରେ ଫାନୀ ଉତ୍ତର ତାମିଲନାଡୁ,ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ପ୍ରଭାବ ନେଇ ୭୨ ଘଣ୍ଟା ପରେ ସ୍ପଷ୍ଟ ଜଣାପଡ଼ିବ । ରାଜ୍ୟରେ ଏବେ ଗ୍ରୀଷ୍ମ ଲହରୀ ଜାରି ରହିଛି । ୯ଟି ଜିଲ୍ଲା ପାଇଁ ହିଟୱେଭ…

୩୦ରେ ଆସୁଛି ବାତ୍ୟା ଫାନି ! ତାମିଲନାଡୁ ପାଇଁ ରେଡ ଆଲର୍ଟ ଜାରି, ଜାଣନ୍ତୁ ଓଡ଼ିଶା ଉପରେ କି ପ୍ରଭାବ ପଡିବ

ବଙ୍ଗୋପସାଗରରେ ଆସୁଛି ବାତ୍ୟା ଫାନି । ଏହାର ପ୍ରଭାବରେ ଆସନ୍ତା ୩୦ ଓ ୧ରେ ହେବ ପ୍ରବଳ ବର୍ଷା । ତାମିଲନାଡୁ ପାଇଁ ରେଡ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ପୁଡୁଚେରୀରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ ବାତ୍ୟା ଫାନିର ପ୍ରଭାବ ଓଡ଼ିଶା ଉପରେ ପଡିବନି ।…