Browsing Tag

cyclonic storm fani

ଭାରତର ୪୩ ବର୍ଷ ଇତିହାସରେ ‘ଫନି’ ହେଉଛି  ସବୁଠୁ ଶକ୍ତିଶାଳୀ ବାତ୍ୟା !

ଏପ୍ରିଲ ମାସରେ ବଙ୍ଗୋପସାଗରରେ ଦାନା ବାନ୍ଧିଛି ବାତ୍ୟା ଫନି। ମେ ମାସରେ ମାଡ଼ ହେବ। ପୁରୀ ଉପକୂଳରୁ ପାଖାପାଖି ୬୮୦ କିଲୋମିଟର ଦୂରରେ ଏବେ କେନ୍ଦ୍ରଭୂତ ହୋଇଛି ବାତ୍ୟା ଫନି। ବିଭିନ୍ନ ପାଣିପାଗ ବିଜ୍ଞାନୀଙ୍କ ଆକଳନ ଅନୁସାରେ, ଭାରତର ୪୩ ବର୍ଷ ଇତିହାସରେ ଫନି ହେଉଛି ଦେଶରେ ଆସିଥିବା ସବୁଠୁ…

ବାତ୍ୟା ‘ଫନି’ର ମୁକାବିଲା ପାଇଁ ସବୁ ଜିଲ୍ଲା ପ୍ରଶାସନ ସଜାଗ: ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ…

କେନ୍ୟୁଜ୍ : ବାତ୍ୟା ଫନି ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ । ସମୁଦ୍ରକୂଳ ପେଣ୍ଠକଟା ମତ୍ସ୍ୟଜୀବୀ ବସ୍ତି, ଚନ୍ଦ୍ରଭାଗା, ଅସ୍ତରଙ୍ଗ ଓ କୃଷ୍ଣପ୍ରସାଦ ବସ୍ତିବାସିନ୍ଦାଙ୍କୁ ଆବଶ୍ୟକ ସ୍ଥଳେ ବାତ୍ୟା ଆଶ୍ରୟସ୍ଥଳୀମାନଙ୍କୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା ହୋଇଛି । ଜିଲ୍ଲା…

ବାତ୍ୟା ଫନି ମୁକାବିଲା ପାଇଁ ତତ୍ପରତା, ୨ଟି ହେଲିକପ୍ଟର ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କଲା ରାଜ୍ୟ

କେନ୍ୟୁଜ୍ : ବାତ୍ୟା ଫନି ମୁକାବିଲା ପାଇଁ ୨ଟି ହେଲିକପ୍ଟର ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ଓଡ଼ିଶା ସରକାର। ସେହିପରି ଅତିରିକ୍ତ ଏନଡିଆରଏଫ ଟିମ୍‌ ଯୋଗାଇ ଦେବାକୁ କୁହାଯାଇଛି । ଏନେଇ କ୍ୟାବିନେଟ ସଚିବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ।…

ଅତି ଭୀଷଣ ସାମୁଦ୍ରିକ ବାତ୍ୟା ରୂପ ନେଇ ମାଡ଼ି ଆସୁଛି ଫନି, ୩ ତାରିଖ ଅପରାହ୍ନରେ ଗୋପାଳପୁର ଓ ଚାନ୍ଦବାଲି ଭିତରେ କରିବ…

କେନ୍ୟୁଜ୍ : ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ 'ଫନି'। ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ମୁହାଁଇଛି। ପୁରୀ ଠାରୁ ୭୧୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଠାରୁ ୪୬୦ କିଲୋମିଟର ଦୂରରେ ରହିଛି ଫନି। ଆସନ୍ତା ୩…

ବାତ୍ୟା ଫନି ମୁକାବିଲା ପାଇଁ ରାଜ୍ୟକୁ ମିଳିବ ଆଗୁଆ ସହାୟତା, କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଆଗଲା ନିର୍ଦ୍ଦେଶ

କେନ୍ୟୁଜ୍ : ବାତ୍ୟା ଫନି ମୁକାବିଲା ପାଇଁ ରାଜ୍ୟକୁ ମିଳିବ ଆଗୁଆ ସହାୟତା । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟେଟ ଡିଜାଷ୍ଟର ରେସ୍‌ପନ୍ସ ଫଣ୍ଡ ବା ଏସ୍‌ଡିଆରଏଫ୍‌କୁ ସହାୟତା ପ୍ରଦାନ କରାଯାଇଛି । ଓଡ଼ିଶାକୁ ୩୪୦ କୋଟି ଟଙ୍କା ସହାୟତା ମିଳିବ । ଓଡ଼ିଶା ସମେତ…