ଦାଦନ ଖଟି ଘରକୁ ଫେରିଲା ବେଳେ ନିଖୋଜ ହେଲେ ସଂଜୀବ ପ୍ରଧାନ
ଏଇ ପେଟ ଚାଖଣ୍ଡକ ପାଇଁ ସବୁ ନାଟ । ପେଟପାଟଣା ପାଇଁ ଗରିବମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ସତ । କିନ୍ତୁ ବେଳେବେଳେ ପରିସ୍ଥିତି ଏପରି ହୋଇପଡ଼ୁଛି ଯେ ନା ସେମାନେ ଘରକୁ ଫେରି ପାରନ୍ତି ନା ସେଠାରେ ରହି ଖଟି ପାରନ୍ତି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ…