Browsing Tag

daitari nayak demand

ଗୁପ୍ତଗଙ୍ଗା ଗୋନାସିକାରେ ମୋବାଇଲ ଟାୱାର ସ୍ଥାପନ ଓ ବସ୍‌ ଚଳାଚଳ ପାଇଁ ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଦାବି

ବାଂଶପାଳ (କେ ନ୍ୟୁଜ୍‌) : ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ବୈତରଣୀ ନଦୀର ଉତ୍ପତ୍ତି ସ୍ଥଳ ଗୋନାସିକାରେ ମୋବାଇଲ ଟାୱାର ସ୍ଥାପନ ଓ କେନ୍ଦୁଝରରୁ ଗୋନାସିକାକୁ ବସ୍‌ ଚଳାଚଳ ପାଇଁ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଥାଉକି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌…