Browsing Tag

Daman

ଆଜି ସାରା ଦେଶର ୫ ଶହ ସିନେମା ହଲ୍‌ରେ ମୁକ୍ତିଲାଭ କରିବ ‘ଦମନ’ ଫିଲ୍ମର ହିନ୍ଦୀ ରୂପାନ୍ତର

ଅନେକ ଦିନ ପରେ କୌଣସି ଓଡ଼ିଆ ସିନେମା ପାଇଁ ଓଡ଼ିଆ ଦର୍ଶକଙ୍କ ଭିତରେ ଏମିତି କ୍ରେଜ୍‌ ଦେଖିବାକୁ ମିଳିଥିଲା । ଆଉ ସେ ଫିଲ୍ମଟି ହେଉଛି ‘ଦମନ’ । ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଲୋକ ଏମିତି ଭିଡ଼ ଜମାଇଥିଲେ ଯେ ସବୁଠି ସବୁ ବେଳେ ହାଉସ ଫୁଲ । ଦୀର୍ଘ ବ୍ୟବଧାନରେ ଏକ ଭଲ ଓଡିଆ ଚଳଚ୍ଚିତ୍ର…

ନିଜ ଉତ୍ସର୍ଗୀକୃତ ସେବା ପାଇଁ ଦିନେ ମିଡ଼ିଆରେ ପାଲଟିଥିଲେ ସେନ୍ସେଶନ, ହେଲେ ଆଜି ସେ ଅବହେଳିତ

ବାଲେଶ୍ୱର(କେନ୍ୟୁଜ୍): ଦିନେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ଯକ୍ରମରେ ହୋଇଥିଲେ ପ୍ରଶଂସିତ। ଉତ୍ସର୍ଗୀକୃତ ସେବା ପାଇଁ ମିଡ଼ିଆର ପାଲଟିଥିଲେ ସେନ୍ସେଶନ। କିନ୍ତୁ ଆଜି ସେ ଅବହେଳିତ ଆଉ ନିଷ୍ପେସିତ। ସେ ହେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ‘ ମିଶନ ଦମନ ‘ କାର୍ଯ୍ଯକ୍ରମର ଜଣେ ମୁଖ୍ଯ…

ହଲ୍‌ ମାଲିକଙ୍କ ଅଭିନବ ପ୍ରୟାସ: ‘ଦମନ’ ଦେଖିଲେ, ଦମ୍‌ ବିରିୟାନୀ ଖାଇଲେ ଦର୍ଶକ

ଯାଜପୁର(କେନ୍ୟୁଜ୍): ‘ଦମନ’ ଦେଖିଲେ, ଦମ୍‌ ବିରିୟାନୀ ଖାଇଲେ । ଦମନ ସହ ଦମ୍‌ ବିରିୟାନୀର ମଜା ଉଠାଇଲେ ଦର୍ଶକ । ଏବେ ସବୁଠି ଓଡିଆ ଫିଲ୍ମ ଦମନର କ୍ରେଜ୍‌ । ଫିଲ୍ମ ଦେଖିବାକୁ ସବୁଠି ହାଉସ୍‌ ଫୁଲ୍‌ । ଯାଜପୁର ଜିଲ୍ଲା ଜାରକା ଠାରେ ଥିବା କେ ଓ୍ଵାନ୍‌ ଟକିଜ୍‌ରେ ଚାଲିଛି ଦମନ ଚଳଚ୍ଚିତ୍ର ।…

ଜିଲ୍ଲା ଓ ଉପଖଣ୍ଡ ସ୍ଥରରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚିତ୍ର ‘ଦମନ’, ହଲ୍ ବୁକ୍ କରିବା ପାଇଁ ଜିଲ୍ଲାପାଳମାନଙ୍କୁ…

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଆ ସିନେମା ଦମନର ଲୋକପ୍ରିୟତା ଏବଂ ପ୍ରେରଣାଦାୟୀ ବିଷୟବସ୍ତୁକୁ ଲକ୍ଷ୍ୟକରି ଏହାକୁ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଏଥି ପାଇଁ ଉପଯୁକ୍ତ ସିନେମା ଓ  ଥିଏଟର ହଲ୍ ବୁକ୍ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ…

‘ଦମନ’ ଫିଲ୍ମ ଟ୍ୟାକ୍ସ ଫ୍ରି, ଚଳଚ୍ଚିତ୍ରକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): 'ଦମନ 'ଚଳଚ୍ଚିତ୍ର ପ୍ରଦର୍ଶନକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ୍‌ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି। ବାସ୍ତବ…