Browsing Tag

dance deewane

‘ଡ୍ଯାନ୍ସ ଦିୱାନେ’ ଶୋର ୧୮ ଜଣ ସଦସ୍ଯ କରୋନା ପଜିଟିଭି ଚିହ୍ନଟ, ସମସ୍ତ ଜଜ୍ କିନ୍ତୁ ସୁରକ୍ଷିତ

ଲୋକପ୍ରିୟ ରିଅଲିଟି ଶୋ ‘ଡ୍ୟାନ୍ସ ଦିଓ୍ବାନେ’ ସିଜିନ୍ ୩ ସୁଟିଂ ସେଟରେ କରୋନା ଆତଙ୍କ । ଶୋ ସହିତ ଜଡିତ ୧୮ ଜଣ କ୍ରୁ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମଳିଛି । କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ଏହି ରିଅଲିଟି ଶୋରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ତୁଷାର କାଲିଆ…

ଜୁହି ଓ ମାଧୁରୀଙ୍କ ଡ୍ୟାନ୍ସ ଦେଖି ମତୁଆଲା ହେଲେ ଦର୍ଶକ, ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଜୁହି ଚାଓ୍ଵଲା ଡ୍ୟାନ୍ସ ରିୟାଲିଟି ସୋ ‘‘ଡ୍ୟାନ୍ସ ଦିଓ୍ଵାନୀ’’ର ସେଟ୍‌ରେ ପହଞ୍ଚି ଧୁମ୍‌ ମଚାଇଛନ୍ତି। ଏ ଅବସରରେ ସେ ଶୋ’ର ଜଜ୍‌ ଏବଂ ଧକ୍‌ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ୍‌ଙ୍କ ସହ ଷ୍ଟେଜ୍‌ରେ ଧମାକାଦାର୍‌ ଡ୍ୟାନ୍ସ କରିଥିଲେ। ଯାହା ଅଡିଏନ୍ସଙ୍କୁ ଖୁବ୍‌ ପସନ୍ଦ…