Below header
Browsing Tag

Daspalla

ରାତି ଅଧରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ, ପ୍ରତିବାଦ କରିବାରୁ ଦମ୍ପତିଙ୍କୁ କଲେ ମରଣାନ୍ତକ ଆକ୍ରମଣ

ଦଶପଲ୍ଲା (କେନ୍ୟୁଜ): ରାତି ଅଧରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ। ପ୍ରତିବାଦ କରିବାରୁ ଘର ମାଲିକ ଓ ତାଙ୍କ ପତ୍ନୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ପଛାଇଲେ ନାହିଁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଦଶପଲ୍ଲା ଥାନା ସିମିଳି ସାହି ଗାଁରେ । ସୂଚନା ଅନୁସାରେ…

ପିକନିକ ଯିବା ବେଳେ ଅଘଟଣ : ବସକୁ ଧକ୍କା ଦେଲା ଟ୍ରକ, ୩ ମୃତ, ୫ରୁ ଅଧିକ ଆହତ

ଦଶପଲ୍ଲା (କେନ୍ୟୁଜ): ପିକନିକ ବସକୁ ଧକ୍କା ଦେଲା ଚାଉଳ ବୋଝେଇ ଟ୍ରକ । ୩ ମୃତ, ୫ରୁ ଅଧିକ ଆହତ । ନୟାଗଡ ଜିଲ୍ଲା ୫୭ ନଂ ଜାତୀୟ ରାଜପଥର ଦଶପଲ୍ଲା ବ୍ଲକ ବାଣୀଗୋଛା ଥାନା ଶାଳଭଙ୍ଗା ଜଙ୍ଗଲ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ରାତିରେ ଦଶପଲ୍ଲାର ଟ୍ୟୁଟୋରିଆଲର ଛାତ୍ରଛାତ୍ରୀଙ୍କୁ…

ଆଜି ଉଦଘଟାନ ହେବ ଦଶପଲ୍ଲା ରେଳ ଷ୍ଟେସନ, ଲୋକାର୍ପଣ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ନୟାଗଡ଼ (କେନ୍ୟୁଜ): ବହୁ ପ୍ରତୀକ୍ଷିତ ଦଶପଲ୍ଲା ରେଳଷ୍ଟେସନର ଆଜି ଉଦଘାଟନ ହେବ । ଦିନ ୧୦ଟାରେ ରେଳ ମନ୍ତ୍ରୀ ଆଶ୍ବିନୀ ବୈଷ୍ଣବ ଏହାର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସଜେଇ ହୋଇଛି ଦଶପଲ୍ଲା ଷ୍ଟେସନ୍ । ଉତ୍ସବରେ ସାମିଲ ହେବେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଏବଂ…