Browsing Tag

dead body found in well

କୂଅରୁ ମିଳିଲା ୨୩ ବର୍ଷୀୟ ଯୁବତୀଙ୍କ ମୃତଦେହ, ପୋଲିସର ତଦନ୍ତ ଜାରି

କୋରାପୁଟ (କେନ୍ୟୁଜ): କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ପୁକାଲି ଗ୍ରାମପଞ୍ଚାୟତର ବଡ଼ଫାଟୁର ଗ୍ରାମରେ ଏକ କୂଅରୁ ୨୩ ବର୍ଷୀୟ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଅଛି। ସୂଚନା ଅନୁଯାୟୀ ଦୟା ବୁରୁଡ଼ିଙ୍କ ମଝିଆ ଝିଅ ପଦ୍ମଜା ବୁରୁଡ଼ି(୨୩) ଗତ ମଙ୍ଗଳବାର ଦିନ ଠାରୁ ନିଖୋଜ ରହିଥିଲେ। ପରିବାର ବର୍ଗ…

ଢେଙ୍କାନାଳ ଖଙ୍କିରା ଗାଁର ୩ ବର୍ଷର ଶିଶୁ ପୁତ୍ର ନିଖୋଜ ଘଟଣା, ଆଜି ସକାଳୁ କୂଅରୁ ମିଳିଲା ମୃତଦେହ

ଢେଙ୍କାନାଳ: କୂଅରୁ ମିଳିଲା ନିଖୋଜ ଶିଶୁ ପୁତ୍ରର ମୃତଦେହ। ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁର ୩ ବର୍ଷର ଶିଶୁ ପୁତ୍ର ଗତକାଲି ସନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ଶିଶୁଟିର ପତ୍ତା ମିଳିନଥିଲା। ଆଜି ସକାଳେ କୂଅ…