Below header
Browsing Tag

dead elephant calf

ଘୁମୁସର ବନଖଣ୍ଡ ଚନ୍ଦ୍ରଗିରି ଜଙ୍ଗଲରେ ହାତୀର ମୃତ୍ୟୁ

ଭଞ୍ଜନଗର : ସକାଳେ ଏକା ଏକା ବୁଲୁଥିଲା । ମଧ୍ୟାହ୍ନରେ ଆଖି ବୁଜିଲା, ଦନ୍ତା ହାତୀ । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ଗାଲେରୀ ବନାଞ୍ଚଳ ଅନ୍ତର୍ଗତ ବେରୁହାଁବାଡି ଗାଁକୁ ଲାଗିରହିଥିବା ଚନ୍ଦ୍ରଗିରି ଜଙ୍ଗଲରେ ହାତୀର ମୃତ୍ୟୁ ହୋଇଛି । ଆଜି ସକାଳେ , ହାତୀଟି ଗାଁକୁ ଲାଗିରହିଥିବା…

ଶିମିଳିପାଳରୁ ମୃତ ହାତୀ ଶାବକ ଉଦ୍ଧାର

ମୟୂରଭଞ୍ଜ: ଶିମିଳିପାଳରୁ ମୃତ ହାତୀ ଶାବକ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବନାଞ୍ଚଳର ଚହଲା ରେଞ୍ଜ ଅନ୍ତର୍ଗତ ଜାମୁଆଣି ସେକ୍ସନର ରାଜପାଳ ଗାଁ ନିକଟ ଇଲାକାରେ ହାତୀ ଶାବକର ମୃତଦେହ ଦେଖିବାକୁ ମିଳିଥିଲା। ଯଶିପୁରରେ ଥିବା ଶିମିଳିପାଳ କାର୍ଯ୍ୟାଳୟରେ ଖବର ପହଁଞ୍ଚିବା ପରେ ରେଞ୍ଜ…