ସ୍ୱାମୀଙ୍କ ମୃତ୍ୟୁର ୧୦ମାସ ପରେ ବି ମିଳୁନି ପୋଷ୍ଟମର୍ଟମ ରିପୋର୍ଟ କି ଡେଥ୍ ସାର୍ଟିଫିକେଟ
ଦିନ ପରେ ଦିନ ବିତି ଚାଲିଛି । ସ୍ବାମୀ ମୃତ୍ୟୁକୁ ୧୦ ମାସ ହୋଇଗଲାଣି । କିନ୍ତୁ ସ୍ବାମୀଙ୍କ ମୃତ୍ୟୁ କେମିତି ହେଲା ତାହା ଜାଣି ନାହାନ୍ତି ସ୍ତ୍ରୀ । ବିଚାରାଧୀନ ବନ୍ଦୀଭାବେ ସ୍ବାମୀ ରଞ୍ଜନ ମଳିକ କେନ୍ଦ୍ରାପଡା ଜିଲ୍ଲା ଉପ-କାରାଗାରରେ ଥିଲେ । କିନ୍ତୁ ହଠାତ ରଞ୍ଜନ ମଳିକଙ୍କ ପତ୍ନୀ ଗେଲ୍ଲେଇ…