Browsing Tag

death during sex

ପରକୀୟା ପ୍ରୀତି: ଚେୟାରରେ ବାନ୍ଧି ଶାରୀରିକ ସମ୍ପର୍କ ରଖିବା ପଡ଼ିଲା ମହଙ୍ଗା, ଶ୍ୱାସରୁଦ୍ଧ ହୋଇ ଯୁବକଙ୍କ ମୃତ୍ୟୁ

ସେକ୍ସ ଯୋଗୁ ଗଲା ଜୀବନ। ସାଥୀଙ୍କ ସହ ମଉଜ କରିବାକୁ ଆସିଥିବା ଜଣେ ଯୁବକଙ୍କ ପାଇଁ ଶାରୀରିକ ସମ୍ପର୍କ ହିଁ କାଳ ସାଜିଲା। ତଣ୍ଟିରେ ଦଉଡ଼ି ବାନ୍ଧି ହୋଇଯିବାରୁ ଶ୍ୱାସ ରୁଦ୍ଧ ହୋଇ ଜଣେ ୩୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ନାଗପୁରର ଏକ ଲଜ୍‌ରେ ଏଭଳି ଘଟଣା ଘଟିଛି। ପୋଲିସ…