ଦେବ ଦୀପାବଳିରେ ମଣିଷ ଭଳି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଅନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ
ଆମେ ସିନା କଥାରେ କହୁ ଓଡ଼ିଆଙ୍କର ବାର ମାସରେ ତେର ପର୍ବ ହେଲେ ଆମର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କର ନିଇତି କିଛି ନା କିଛି ପର୍ବ ଲାଗି ରହିଥାଏ ବର୍ଷ ସାରା । ସେଥି ମଧ୍ୟରୁ ଦେବ ଦୀପାବଳି ହେଉଛି ପ୍ରଭୁଙ୍କର ଏକ ବଡ଼ ପର୍ବ । ହିନ୍ଦୁ ଧର୍ମରେ ସାଧାରଣ ଜନତା ଯେପରି ପିତୃ ପୁରୁଷଙ୍କ ପାଇଁ…