Browsing Tag

debasish samantray

ସହିଦ ମନୋଜ ବେହେରାଙ୍କ ଏକାଦଶାହରେ ଦେବାଶିଷ, ଯେଉଁ ଦାଦାଙ୍କୁ ଧକ୍କା ମାରିଥିଲେ ତାଙ୍କ ସହ ଉଠାଇଲେ ଫଟୋ

ନିଆଳି : ପୁଣି ଥରେ ଚର୍ଚ୍ଚାରେ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ । ଏଥର ବି ଚର୍ଚ୍ଚାର କାରଣ ସହିଦ ମନୋଜ ବେହେରାଙ୍କ ଦାଦା । ତେବେ ଏଥର ଦେବାଶିଷ ତାଙ୍କୁ ଧକା ମାରି କିମ୍ବା କ୍ଷମା ମାଗି ଚର୍ଚ୍ଚାକୁ ଆସିନାହାଁନ୍ତି । ବରଂ ଯେଉଁ ଦାଦାଙ୍କୁ ଧକ୍କା ମାରିବା ନେଇ ବିବାଦ ଜୋର୍ ଧରିଥିଲା,…

ସହିଦଙ୍କ ସମ୍ପର୍କୀୟଙ୍କୁ ଅସମ୍ମାନ କରିବା ଘଟଣା, କ୍ଷମା ମାଗିଲେ ବିଧାୟକ ଦେବାଶିଷ ସାମନ୍ତରାୟ

କଟକ : କ୍ଷମା ମାଗିଲେ ବିଧାୟକ ଦେବାଶିଷ ସାମନ୍ତରାୟ । ନିଆଳି ରତନପୁର ଗାଁର ସହିଦ ଯବାନ ମନୋଜ ବେହେରାଙ୍କ ଦାଦାଙ୍କୁ ଅସମ୍ମାନ ପ୍ରଦର୍ଶନ କରିବା ଅଭିଯୋଗ ପରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ଦେବାଶିଷ କହିଛନ୍ତି, ସହିଦଙ୍କ ପରିବାର ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ସହିଦ…