Browsing Tag

debasnana purnima in puri

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ରତ୍ନମଣ୍ଡପ ଛାଡ଼ି ସ୍ନାନମଣ୍ଡପକୁ ଆସିଛନ୍ତି ଚତୁର୍ଦ୍ଧା ମୁରତି । ୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ବଡ଼ ଠାକୁର । ଆଉ ଏହାପରେ ଦିଅଁମାନଙ୍କୁ ଗଜାନନ…

ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି: ଜାଣନ୍ତୁ କିଏ କେତେ ଗରା ଜଳରେ ସ୍ନାନ କରିବେ

ପୁରୀ (କେନ୍ୟୁଜ): ଶ୍ରୀକ୍ଷେତ୍ର ଲୋକାରଣ୍ୟ । ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳି, ଶଙ୍କଧ୍ୱନି ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ପରିବେଶ । ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ଭୋରରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀତିକାନ୍ତି । ଧାଡ଼ି ପହଣ୍ଡିରେ ସ୍ନାନପହଣ୍ଡିରେ ସ୍ନାନବେଦୀକୁ ବିଜେ…

ସରିଲା ଶ୍ରୀଜୀଉଙ୍କ ପହଣ୍ଡି ବିଜେ, ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ (କେନ୍ୟୁଜ): ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା । ଶେଷ ହୋଇଛି ଶ୍ରୀଜୀଉଙ୍କ ପହଣ୍ଡି ବିଜେ । ଆଜି ଭୋର୍‌ ସାଢ଼େ ୪ଟାରେ ମଙ୍ଗଳାର୍ପଣ ପରେ ୫ଟାରୁ ୭ଟା ଭିତରେ ଡୋର ଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ଧାଡ଼ି ପହଣ୍ଡିରେ ପ୍ରଥମେ ପ୍ରଭୁ…

ପୁରୀରେ ପହଞ୍ଚିଲା ବଉଳ କାଠ, ଦେବସ୍ନାନ ପୂର୍ଣ୍ଣିମାରେ ସେନାପଟା ଲାଗି ନୀତିରେ ହେବ ଲାଗି

ପୁରୀ (କେନ୍ୟୁଜ): ପୁରୀରେ ପହଞ୍ଚିଲା ବଉଳ କାଠ । ମହାପ୍ରଭୁଙ୍କ ବାହୁଟ କଣ୍ଟ ଓ ସେନାପଟା ଲାଗି ପାଇଁ ବ୍ୟବହୃତ ହେବ ବଉଳ କାଠ । ସୁରକ୍ଷା କବଚ ହେଉଛି ସେନାପଟା ବାହୁଟ । ପରମ୍ପରା ଅନୁଯାୟୀ ଜଗନ୍ନାଥଙ୍କ ଅଜାଘର ସତ୍ୟବାଦୀ ସ୍ଥିତ ସିଦ୍ଧ ବକୁଳ ମନ୍ଦିରରୁ ଶଗଡିରେ ଆସିଛିଏହି ବଉଳ କାଠ। ଜଗତର…

ରତ୍ନବେଦୀ ଛାଡି ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି : ମହାସ୍ନାନ ପରେ ଗଜାନନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ (କେନ୍ୟୁଜ):  ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦୀରେ ରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟଘଣ୍ଟା, ମୃଦଙ୍ଗ,…

ଶ୍ରୀମନ୍ଦିରରେ ବଡ଼ ଅଘଟଣ: ସ୍ନାନ ମଣ୍ଡପରେ ରକ୍ତଛିଟା, ଆଉ ଥରେ ହେବ ମହାସ୍ନାନ

ପୁରୀ (କେନ୍ୟୁଜ): ଆଜି ଦେବସ୍ନାନ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିରରେ ବଡ଼ ଅଘଟଣ ଘଟିଛି। ସ୍ନାନ ମଣ୍ଡପ ଚକଡ଼ାରେ ରକ୍ତ ଛିଟା ପଡ଼ିଥିବା ଜଣେ ଜେଟିପି ଦେଖିଥିଲେ। କୌଣସି ସେବାୟତଙ୍କ ଠାରୁ ଏହି ରକ୍ତ ଛିଟା ଲାଗିଥିବା ଆଶଙ୍କା କରାଯାଉଛି। ତେବେ ରକ୍ତ ଛିଟା ପଡ଼ିଥିବାରୁ ମହାପ୍ରଭୁ ପୁଣିଥରେ…

ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ, ସ୍ନାନ ବେଦୀରୁ ଫେରିବା ପରେ ମହାପ୍ରଭୁ ଏବେ ଅସୁସ୍ଥ

ପୁରୀ: ଗତକାଲି ଅତ୍ୟାଧିକ ସ୍ନାନ ଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ । ଗତକାଲି ସ୍ନାନ ବେଦୀରୁ ଫେରିବା ପରେ ଏବେ ଶ୍ରୀଜିଉ ଅଣସର ଘରେ ରହିଛନ୍ତି । ବିଳମ୍ବିତ ରାତିରୁ ଦଇତାପତିମାନେ ଅସୁସ୍ଥ ଶ୍ରୀଜିଉଙ୍କ ଉପଚାର ଆରମ୍ଭ କରିଛନ୍ତି। ତେଣୁ ଆଜିଠୁ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ । ୧୫ ଦିନ…