Browsing Tag

debgarh

ଅଭିନବ ପ୍ରତିବାଦ, ଶିକ୍ଷକ ଅଭାବ ଯୋଗୁଁ ସ୍କୁଲରୁ ପିଲାଙ୍କୁ ନେଇଗଲେ ଅଭିଭାବକ

ଗ୍ରାମବାସୀଙ୍କ ଅଭିନବ ଉପାୟରେ ପ୍ରତିବାଦ । ଗାଁ ସ୍କୁଲରେ ଶିକ୍ଷକ ଅଭାବ ଯୋଗୁଁ ସ୍କୁଲରୁ ନିଜ ପିଲାଙ୍କୁ ଅଭିଭାବକ ଘରକୁ ନେଇଗଲେ । ଆଇନ ବିରୁଦ୍ଧରେ କୌଣସି ପ୍ରକାରର ପ୍ରତିବାଦ ନକରି ନିଜ ପିଲାଙ୍କୁ ସ୍କୁଲରୁ ନେଇଗଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଦ୍ୟାଳୟରେ ଶିକ୍ଷା ଦାନରେ…

ଦେବଗଡ଼: ୪୯ ନମ୍ବର ଜାତୀୟ ରାଜପଥରେ ଭୁଷୁଡି ପଡିଲା ନିର୍ମାଣଧିନ ଫ୍ଲାଏଓଭର ବ୍ରିଜ

କେନ୍ଯୁଜ୍: ଦେବଗଡ଼ ପୁରୁଣାଗଡ଼ଠାରେ ୪୯ ନମ୍ବର ଜାତୀୟ ରାଜପଥରେ ନିର୍ମାଣଧିନ ଫ୍ଲାଏଓଭର ବ୍ରିଜର ଗୋଟିଏ ସ୍ପାନ ଭୁଷୁଡି ପଡିଛି । କୋଲକାତା- ମୁମ୍ବାଇ ୪୯ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ କରାଯାଉଥିବା ବେଳେ ଏହା ହଠାତ୍‌ ଭୁଷୁଡି ପଡିଥିଲା । ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ…

ଦେବଗଡ: ଜାତୀୟ ରାଜପଥରେ ନିମ୍ନମାନର କାମକୁ ବିରୋଧ କଲେ ଗ୍ରମବାସୀ, ପ୍ରତିବାଦରେ NHAI କର୍ମଚାରୀ ଦେଲେ ଗାଳି

ଚିପ୍ସରେ କ୍ରସର୍‌ ଡଷ୍ଟ ଗୋଳାଇ କରାଯାଉଛି ରାସ୍ତା ମରାମତି । ଏହାକୁ ବିରୋଧ କରିବାରୁ ଗାଳି କରୁଛନ୍ତି ଏନଏଚଏଆଇ ବିଭାଗର କର୍ମଚାରୀ । ଘଟଣାଟି ଦେଖିବାକୁ ମିଳିଛି ଦେବଗଡର ଜାତୀୟ ରାଜପଥ ୪୯ ନିକଟରେ । ରାସ୍ତାଗୁଡିକ ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଚିପ୍ସ ଏବଂ କ୍ରସର୍‌ ଗୁଣ୍ଡରେ ସେଗୁଡିକୁ…