ସହବାସ ପାଇଁ ବର୍ଷର ଶେଷ ମାସ ହେଉଛି ସବୁଠାରୁ ଉତ୍ତମ, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ
ବର୍ଷର ଅନ୍ୟ ମାସ ତୁଳନାରେ ଶେଷ ମାସ ଡିସେମ୍ବରରେ କିିଛି ନା କିଛି ଭିନ୍ନତା ରହିଛି। ବଢ଼ିଆ ପାଗ ଓ ପରିବେଶ ଏବଂ ଛୁଟି ସବୁ କିଛି ଏହି ଡିସେମ୍ବର ମାସରେ ଥାଏ । ତେଣୁ ଏହି ମାସରେ ଲୋକମାନେ ଅଧିକ ରୋମାଣ୍ଟିକ୍ ଅନୁଭବ କରିଥାନ୍ତି। କିନ୍ତୁ ଏହା ପଛରେ କ’ଣ ପ୍ରକୃତ କାରଣ ତାହା ବୋଧେ ହୁଏ କେହି…