Odisha News
.
Browsing Tag

declared

ପାକିସ୍ତାନର ହାଫିଜ ସଇଦ, ମାସୁଦ ଆଝାର, ଦାଉଦ ଇବ୍ରାହିମ ଓ ଜକି-ଉର- ରହମାନ ଲଖଭୀକୁ ଆତଙ୍କବାଦୀ ଘୋଷଣା

ପାକିସ୍ତାନରେ ରହି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ହାଫିଜ ସଇଦ, ମାସୁଦ ଆଝାର, ଦାଉଦ ଇବ୍ରାହିମ ଓ ଜକି-ଉର- ରହମାନ ଲଖଭୀକୁ ଭାରତ ସରକାର ଆତଙ୍କବାଦୀ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ନିକଟରେ ଆଣିଥିବା ସଂଶୋଧିତ ଆତଙ୍କବାଦୀ ବିରୋଧୀ ଆଇନ, ୟୁଏପିଏ ବଳରେ ସେମାନଙ୍କୁ ଆତଙ୍କବାଦୀ…

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷାଫଳ

ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ । ପୁଣି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ ।  ଚଳିତ ବର୍ଷ କଳାରେ ୧ ଲକ୍ଷ ୫୮ ହଜାର ୩୭୮ ଜଣ ପାସ କରିଛନ୍ତି । ପାସ ହାର ରହିଛି ୬୮.୭୯ ପ୍ରତିଶତ । କଳାରେ ୬୩ ହଜାର ୭୫୯ ଜଣ ପୁଅ ପାସ କରିଥିବା ବେଳେ ୯୪ ହଜାର…