୧୨ଶ ପାସ୍ କରିଥିବା ଜଳବୋର୍ଡରେ ଚାକିରି ସୁଯୋଗ, ୭୬୦ ପଦବୀ ପାଇଁ ହେବ ଭର୍ତ୍ତି
ଦିଲ୍ଲୀରେ ଚାକିରି କରିବାର ସୁଯୋଗ । ଦିଲ୍ଲୀ ଜଳବୋର୍ଡରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ କେବଳ ନୋଟିସ ଜାରି ହୋଇଛି । ଆବେଦନ କରିବାର ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଏହା ଅଧିନରେ ପ୍ରାୟ ୭୬୦ ଜୁନିଅର ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି କରାଯିବ । ଏହି ଭର୍ତ୍ତି…