Below header
Browsing Tag

delhi horror house

ଖୋଲିବ ଦିଲ୍ଲୀର ହରର୍‌ ହାଉସ୍‌, ଭଡାରେ ନେବେ ଜଣେ ପାଥୋଲୋଜିଷ୍ଟ

ନୂଆଦିଲ୍ଲୀ : ଦିଲ୍ଲୀର ଭୟାନକ ଗୃହ । ଯେଉଁ ଘରେ ପ୍ରାୟ ଦେଢ ବର୍ଷ ତଳେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା । ୨୦୧୮ ଜୁଲାଇ ୧ ତାରିଖରେ ଏହି ଘରେ ମୃତ୍ୟୁ ଫାଶ ବସାଇ ୧୧ ଜଣଙ୍କୁ ନେଇ ଯାଇଥିଲା । ଜଣଙ୍କ ମୃତ ଦେହ ଲୁହା ରେଲିଂରେ ଝୁଲୁଥିବା ବେଳେ ଆଉ ୧୦ ଜଣଙ୍କ ମୃତଦେହ ତଳେ ପଡିଥିଲା। ଏହି ଘଟଣା…