ଭୁବନେଶ୍ୱରରେ ପହଞ୍ଚିଲା ସ୍ୱିଗି ଡେଲିଭରି ବୟ ପତିତପାବନ, ଧଉଳି ଥାନାରେ କରାଯିବ ପଚରାଉଚରା
ଭୁବନେଶ୍ୱର(କେନ୍ଯୁଜ୍): ଅପହରଣ ନାଟକ ଶେଷ। ଭୁବନେଶ୍ୱରରେ ପହଞ୍ଚିଲା ସ୍ୱିଗି ଡେଲିଭରି ବୟ । ପତିତପାବନ ପୃଷ୍ଟି ଓରଫ ଚିକୁନ୍ ଓ ଯୁବତୀକୁ ଉତ୍କଳ ଏକ୍ସପ୍ରେସରେ ଓଡ଼ିଶା ଆଣିଲା ଭୁବନେଶ୍ୱର କମିଶନରେଟ୍ ପୋଲିସର ଏକ ୪ ଜଣିଆ ସ୍ୱତନ୍ତ୍ର ଟିମ୍। ଦୁଇ ଜଣଙ୍କୁ ଧଉଳି ଥାନାକୁ ନିଆଯାଇ ପଚରାଉଚରା…