Browsing Tag

demand

ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼,CBI ତଦନ୍ତ ନେଇ ମୁହଁ ଖୋଲିଲେ ଦୀପାଳି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାର ସିବିଆଇ ତଦନ୍ତ କରନ୍ତୁ । ଏହି ଦାବି ରଖିଛନ୍ତି ନବ ଦାସଙ୍କ ଝିଅ ଦୀପାଳୀ ଦାସ । ନବ ଦାସଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି ଯେ, ଏହାର ତଦନ୍ତ ଆଗକୁ ବଢୁନାହିଁ । କିଛି ଦିନ ପୂର୍ବରୁ ଦୀପାଲି ଦାସ…

କେମିତି ଚଳିବ ଆମ ସଂସାର, ମାସେ ହେଲାଣି ଘରକୁ ପୁରାଇ ଦେଉନାହାନ୍ତି

ଭଦ୍ରକ : ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ଏକ ମାସରୁ ଅଧିକ ସମୟ ହେଲାଣି ପୁନଃ ଆକ୍ରମଣ ଭୟରେ ଗାଁକୁ ଫେରି ପାରୁନାହାନ୍ତି ଗୋଟିଏ ଗାଁର ୪୦ ରୁ ଅଧିକ ପରିବାର । ଏପରି ସ୍ଥଳେ ସ୍ଥାନୀୟ ପୋଲିସ୍ ଚୁପ୍ ବସିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନସ୍ଥ ତଳ…

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୪ ଦଫା ଦାବି ଉପସ୍ଥାପିତ, ପୂରଣ ନହେଲେ ଆସନ୍ତା ୯ କ୍ରାନ୍ତି ଦିବସରେ ପ୍ରତିବାଦ

ଭୁବନେଶ୍ବର(କେନ୍ଯୁଜ୍): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୪ ଦଫା ଦାବି ଉପସ୍ଥାପିତ । କରୋନା ମହାମାରୀ ସମୟରେ ଜିମ୍‌, ବ୍ୟୁଟି ପାର୍ଲର, ଯାତ୍ରା କଳାକାର ସଂଘ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ସମସ୍ୟାର ସମାଧାନ ପାଇଁ ୪ ଦଫା ଦାବି ଉପସ୍ଥାପନ କରାଯାଇଛି। ୧୧ ଶହ…

ପୁଅର ମୋବାଇଲ ନିଶା ଛଡ଼ାଇବା ପାଇଁ ବାପା ନେଲେ ଏଭଳି ପଦକ୍ଷେପ

ଆଜିକା ସମୟରେ ମୋବାଇଲର ଚାହିଦା କଥା ନ କହିଲେ ଭଲ । ମୋବାଇଲ ବିନା ଆଉ କିଛି କାମ ବି ହେଇପାରୁନି । କିଛି ଲୋକଙ୍କର ମୋବାଇଲ ବିନା ଦଣ୍ଡେ ବି ବଞ୍ଚିବା ବି ଯେମିତି ମୁସ୍କିଲ ହେଇଯାଉଛି । ଖାଇବା, ପିଇବା, ଶୋଇବା, ଉଠିବା ପରି ସବୁ କାମରେ ମୋବାଇଲ ଯେମିତି ତାଙ୍କ ସାଥିରେ ହିଁ…

ରାମଚନ୍ଦ୍ରଙ୍କ ପାଇଁ କୈକେୟୀ କାହିଁକି ମାଗିଥିଲେ ୧୪ ବର୍ଷର ବନବାସ, କଣ ଅଛି ଏହା ପଛର ରହସ୍ୟ

ତ୍ରେତୟା ଯୁଗରେ ରାଣୀ କୈକେୟୀ ଜିଦରେ ରାଜା ଦଶରଥ ନିଜ ଜ୍ୟୋଷ୍ଠ ପୁତ୍ର ରାମଚନ୍ଦ୍ରଙ୍କୁ ବନବାସକୁ ପଠାଇଥିଲେ। ତାଙ୍କର ଏହି ବନବାସର ଅବଧି ଥିଲା ୧୪ ବର୍ଷ । କିନ୍ତୁ ଆପଣଙ୍କ ମନରେ ବେଳେ ବେଳେ ପ୍ରଶ୍ନ ଉଠୁଥିବ କାହିଁକି କୈକେୟୀ ରାମଙ୍କ ପାଇଁ ୧୪ ବର୍ଷର ହିଁ ବନବାସ ମାଗିଥିଲେ । କାହିଁକି ୧୩…