Browsing Tag

demanded 4 crore

ବଢିଗଲାଣି ଉର୍ବଶୀଙ୍କ ଭାଉ, ଦୁବାଇରେ ନୂଆବର୍ଷ ପାର୍ଟିରେ ୧୫ ମିନିଟ୍ ପାଇଁ ଚାର୍ଜ କଲେ ୪ କୋଟି ଟଙ୍କା

‘ଆଶିକ ବନାୟା’ ଅଭିନେତ୍ରୀଙ୍କ ଭାଉ ବଢିଗଲାଣି। ବଲିଉଡରେ ଏକ ନୂଆ ପରିଚୟ ସୃଷ୍ଟି କରିଥିବା ଉର୍ବଶୀ ଏବେ ହାଇଚାର୍ଜ ରେଟ  ଡିମାଣ୍ଡ କରୁଛନ୍ତି। ନିକଟରେ ଏକ ନୂଆବର୍ଷ ଉତ୍ସବରେ ଯୋଗ ଦେବା ଅବସରରେ ୪ କୋଟି ଟଙ୍କା ନେଇଥିବା ଜଣାପଡ଼ିଛି। ସେ ପୁଣି ମାତ୍ର ୧୫ ମିନିଟ୍ ପାଇଁ। ଦୁବାଇରେ ନୂଆବର୍ଷ…