Browsing Tag

deputy commissioner

ବଢୁଥିବା ଜନସଂଖ୍ୟା ଓ ଅପରାଧ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ ରହିବେ ୨ଟି ଡିସିପି

ଭୁବନେଶ୍ବର(କେନ୍ୟୁଜ୍): ବଢୁଥିବା ଜନସଂଖ୍ୟା ଓ ଅପରାଧ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରେ ୨ଟି ଡିସିପି କରାଯିବ। ଗୋଟିଏ ଉତ୍ତର ଓ ଅନ୍ୟଟି ଦକ୍ଷିଣ ଡିସିପି। ଏ ନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ୨୨ଟି ଥାନାକୁ ଦୁଇ ଭାଗ କରାଯିବ। ଦକ୍ଷିଣ ଡିସିପିଙ୍କ ନେତୃତ୍ୱରେ କ୍ୟାପିଟାଲ, ବାଲିଅନ୍ତା,…