Below header
Browsing Tag

derail

ସମ୍ବଲପୁର ଷ୍ଟେସନରେ ଜାମୁତାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ

ସମ୍ବଲପୁର(କେନ୍ୟୁଜ): ସମ୍ବଲପୁର ଷ୍ଟେସନରେ ଜାମୁତାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ। ଗତକାଲି ବିଳମ୍ବିତ ରାତିରେ ଷ୍ଟେସନରେ ଥିବା ୱାସିଙ୍ଗ ଲାଇନକୁ ଖାଲି ଟ୍ରେନ୍ ଯାଉଥିବା ସମୟରେ ଲାଇନ୍ ଚ୍ୟୁତ ହୋଇଥିଲା ଗୋଟିଏ ବଗି । ପ୍ୟାଣ୍ଟ୍ରିକାର ବଗି ଟ୍ରାକରୁ ବାହାରି ଲାଇନଚ୍ୟୁତ ହୋଇଥିଲା । ଅଘଟଣ…

‘ବନ୍ଦେ ଭାରତ ଏକ୍ସପ୍ରେସ୍‌’କୁ ଦୁର୍ଘଟଣାଗ୍ରସ୍ତ କରିବାର ଷଡ଼ଯନ୍ତ୍ର ପଣ୍ଡ, ଏମର୍‌ଜେନ୍ସି ବ୍ରେକ୍‌ ମାରି ଟ୍ରାକ୍‌ରୁ…

ରାଜସ୍ଥାନର ଭିଲ୍‌ଓ୍ଵାଡାରେ ସୋମବାର ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଦୁର୍ଘଟଣାଗ୍ରସ୍ତ କରିବାର ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଟ୍ରେନ୍‌ ନିଜ ଗତିରେ ଟ୍ରାକ୍‌ରେ ଦୌଡ଼ୁଥିବା ବେଳେ ଲୋକୋ ପାଇଲଟ୍‌ ହଠାତ୍‌ ଏମରଜେନ୍ସି ବ୍ରେକ୍‌ ମାରି ସମ୍ଭାବ୍ୟ ଦୁର୍ଘଟଣାକୁ ଏଡ଼ାଇ ଦେଇଛନ୍ତି। ଟ୍ରେନ୍‌ରୁ…

ଝାରସୁଗୁଡାରୁ ରାଉରକେଲା ଯାଉଥିବା ମାଲଗାଡ଼ି ଟ୍ରେନ୍‌ ଲାଇନଚ୍ୟୁତ

ଝାରସୁଗୁଡା(କେନ୍ୟୁଜ୍):ଧୁରୁଆଡିହି ରେଳ ଷ୍ଟେସନରେ ମାଲଗାଡ଼ି ଲାଇନଚ୍ୟୁତ ହୋଇଛି ।ଝାରସୁଗୁଡାରୁ ରାଉରକେଲା ଯାଉଥିବାବେଳେ ୩ଟି ବଗି ଲାଇନଚ୍ୟୁତ ହୋଇଛି । ଘଟଣା ପରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ନୂତନ ଭାବେ ନିର୍ମାଣ ହୋଇଥିବା ଲାଇନରେ ଯାଉଥିବା…

ଧଉଳୀ ଏକ୍ସପ୍ରେସ ଲାଇନଚ୍ଯୁତ : ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ

 ଭୁବନେଶ୍ବର/ବାଲେଶ୍ବର  (କେନ୍ଯୁଜ୍) : ଟ୍ରାକରୁ ଖସିଲା ଟ୍ରେନ୍‌ । ହାୱଡା-ପୁରୀ ଧଉଳି ଏକ୍ସପ୍ରେସ୍‌ର ଗୋଟିଏ ବଗି ଲାଇନ୍‌ଚ୍ୟୁତ ହୋଇଛି। ହାୱଡାରୁ ପୁରୀ ଆସିବା ବାଟରେ ଲାଇନଚ୍ୟୁତ ହୋଇଛି। ସକାଳ ୭ଟା ୧୦ ମିନିଟରେ ପଶ୍ଚିମବଙ୍ଗର ଭୋଗପୁର-ପାଂସକୁରା ମଧ୍ୟରେ ଗୋଟିଏ ବଗି ଟ୍ରାକରୁ ଖସିଥିବା…