Below header

ଝାରସୁଗୁଡାରୁ ରାଉରକେଲା ଯାଉଥିବା ମାଲଗାଡ଼ି ଟ୍ରେନ୍‌ ଲାଇନଚ୍ୟୁତ

ଝାରସୁଗୁଡା(କେନ୍ୟୁଜ୍):ଧୁରୁଆଡିହି ରେଳ ଷ୍ଟେସନରେ ମାଲଗାଡ଼ି ଲାଇନଚ୍ୟୁତ ହୋଇଛି ।ଝାରସୁଗୁଡାରୁ ରାଉରକେଲା ଯାଉଥିବାବେଳେ ୩ଟି ବଗି ଲାଇନଚ୍ୟୁତ ହୋଇଛି । ଘଟଣା ପରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ନୂତନ ଭାବେ ନିର୍ମାଣ ହୋଇଥିବା ଲାଇନରେ ଯାଉଥିବା ବେଳେ ଦବି ଯାଇଥିଲା । ଫଳରେ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି । ଦୁର୍ଘଟଣା ପରେ ଅନ୍ୟ ଲାଇନରେ ଟ୍ରେନ ଚଳାଚଳ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.