ଫ୍ରିଜ୍‌ ହେଲା ଶିବ ସେନା ଧନୁ ତୀର ଚିହ୍ନ, ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଫ୍ରିଜ୍‌ ହେଲା ଶିବ ସେନା ଧନୁ ତୀର ଚିହ୍ନ । ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ । ଏକନାଥ ସିନ୍ଧେ ବା ଉଦ୍ଧବ ଠାକରେ ଶିବ ସେନା ନାଁ ନେଇପାରିବେ ନାହିଁ । ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଧନୁ ତୀର ଚିହ୍ନ କୌଣସି ଗୋଷ୍ଠୀ ବ୍ୟବହାର କରିପାରିବେ ନାହିଁ ।

ନିର୍ବାଚନ କମିଶନଙ୍କ ପ୍ରଦତ୍ତ ଅନ୍ୟ ଚିହ୍ନ ଉଭୟ ଗୋଷ୍ଠୀ ବ୍ୟବହାର କରିପାରିବେ । ଅକ୍ଟୋବର ୧୦ ତାରିଖ ସୁଦ୍ଧା କିଏ କେଉଁ ଚିହ୍ନ ନିଜ ପ୍ରାର୍ଥୀଙ୍କ ପାଇଁ ନେବେ ତାହା ଜଣାଇବାକୁ ନିର୍ଦ୍ଦେଶ । ଉଭୟ ଗୋଷ୍ଠୀଙ୍କୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.