ପାକିସ୍ତାନ ପଙ୍ଗପାଳର ଭାରତ ଉପରେ ଆକ୍ରମଣ, ନଷ୍ଟ କରୁଛନ୍ତି କୋଟି କୋଟି ଟଙ୍କାର ଫସଲ
ପାକିସ୍ତାନରୁ ଆସିଥିବା ଏକ ବିଶେଷ ଧରଣର କୀଟ ରାଜସ୍ଥାନ,ପଞ୍ଜାବ ଓ ଗୁଜୁରାଟ ପରି ରାଜ୍ୟର ସୀମା ବର୍ତ୍ତୀ ଅଞ୍ଚଳ ଗୁଡିକର ଜମିର ଫସଲକୁ ନଷ୍ଟ କରି ଦେଉଛନ୍ତି । ଏହି କୀଟ ଏହି ରାଜ୍ୟ ମାନଙ୍କର କୋଟି କୋଟି ଟଙ୍କାର ଫସଲ ନଷ୍ଟ କରି ଦେଉଛି । କୃଷି ମନ୍ତ୍ରାଳୟର କୀଟ ନିୟନ୍ତ୍ରଣ ବିଭାଗ ସମସ୍ତ…