Below header
Browsing Tag

Detel Easy Plus electric scooter

TVS Heavy Duty ଠାରୁ ଶସ୍ତା ଏହି ଇଲେକ୍ଟ୍ରିକ ବାଇକ୍, ବୋହିପାରିବ ୧୭୦ କିଲୋ ଓଜନର ଜିନିଷ

ଭାରତୀୟ ବଜାରରେ ଗତ କିଛିଦିନ ମଧ୍ୟରେ ଅନେକ ଇ-ବାଇକ୍ ଲଞ୍ଚ ହୋଇଛି। ଏହା ମଧ୍ୟରେ Detel Easy Plus ଇଲେକ୍ଟ୍ରିକ ସ୍କୁଟର ରହିଛି। ଯାହାର ଦାମ୍ ୪୧,୯୯୯ ଟଙ୍କା ରହିଛି। ଏହି ବାଇକ ୧୭୦ କିଲୋଗ୍ରାମ ପର୍ଯ୍ଯନ୍ତ ଓଜନ ଜିନିଷ ବୁହାଇପାରିବ। ଏହାର ଦାମ୍ ମଧ୍ୟ ଟିଭିଏସ ଏକ୍ସଲ ୧୦୦ ହେଭି ଡ୍ଯୁଟି…

ଲଞ୍ଚ ହେଲା ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ ସ୍କୁଟର Detel Easy Plus, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ

Detel Easy Plus ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ ହୋଇଛି। ଯାହାର ଦାମ୍ ୩୯,୯୯୯ ଟଙ୍କା ରହିଛି। କମ୍ପାନୀ ମୁତାବକ, ଏହା ଦୁନିଆର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ ଟୁ-ହୁଇଲର ଗାଡି। ଯଦି ଆପଣ ଏହି ଗାଡି କିଣିବାକୁ ଚାହୁଁଚନ୍ତି, ତେବେ ଅନଲାଇନ ଜରିଆରେ ବୁକିଂ କରିପାରିବେ। ଏଥିପାଇଁ ଆପଣଙ୍କୁ ୨ ହଜାର…