ଶ୍ରୀମନ୍ଦିରରେ ଶ୍ରାଦ୍ଧ ବେଶରେ ଶ୍ରୀଜିଉ, ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ମହାପ୍ରଭୁ
ପୁରୀ : ଶ୍ରୀମନ୍ଦିରରେ ପାଳିତ ହେଉଛି ଦେବ ଦୀପାବଳି । ଗତକାଲି ଠାରୁ ଆରମ୍ଭ ହୋଇଥିବା ଦେବ ଦୀପାବଳି ୩ଦିନ ଧରି ଚାଲିବ । ମାର୍ଗଶିର ମାସ ଚତୁର୍ଦ୍ଦଶୀ ଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବଦୀପାବଳି ନୀତି ଆରମ୍ଭ ହୋଇଛି । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ…