Browsing Tag

devotional fact

ଶ୍ରାବଣ ଦ୍ୱିତୀୟ ସୋମବାରରେ ଶୈବପୀଠରେ ଜଳାଭିଷେକ ପାଇଁ ବାହାରିଛନ୍ତି କାଉଡ଼ିଆ

ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ। ପବିତ୍ର ଶ୍ରାବଣ ମାସ ଭଗବାନ ଭୋଳାନାଥଙ୍କୁ ବିଶେଷ ଭାବେ ସମର୍ପିତ କରାଯାଇଥାଏ। ଏହି ମାସରେ ପ୍ରତ୍ୟେକ ନିଜ ମନସ୍କାମନା ପୂର୍ଣ୍ଣ ପାଇଁ ମାଇଲ ମାଇଲ ବାଟ ଖାଲି ପାଦରେ ଚାଲି କାନ୍ଧରେ କାଉଡି ଭାର ଧରି ଭଗବାନଙ୍କ ନିକଟକୁ ଯାଇଥାନ୍ତି। ଆଖପାଖରେ ଥିବା ମନ୍ଦିର ସହ…

ଶନିଦେବଙ୍କ ମୂର୍ତ୍ତିକୁ ଘରେ ରଖିବାକୁ କାହିଁକି କରାଯାଇଛି ବାରଣ, ଜାଣନ୍ତୁ ଏହାର ଶାସ୍ତ୍ରମତ

ହିନ୍ଦୁ ଧର୍ମରେ କୋଟି କୋଟି ଦେବାଦେବୀଙ୍କୁ ପୂଜା କରାଯାଏ । ଘରେ ଭଗବାନ ଶିବ, ଗଣେଶ, ହନୁମାନ, କୃଷ୍ଣଙ୍କ ଠାରୁ ନେଇ ମାଆ ଦୁର୍ଗାଙ୍କର ଫଟୋ ବା ମୂର୍ତ୍ତି ଥାଏ କିନ୍ତୁ କୌଣସି ବି ଘରେ ଶନିଦେବଙ୍କର ଫଟୋ ବା ମୂର୍ତ୍ତି ରଖାଯାଇ ନଥାଏ। ଶାସ୍ତ୍ର ଅନୁସାରେ ଶନିଦେବ ସୂର୍ଯ୍ୟଙ୍କର ପୁତ୍ର ।…

ଶାସ୍ତ୍ରରେ ଡାହାଣ ହାତ-ପାଦକୁ ନେଇ ରହିଛି ବିଶେଷ ମାନ୍ୟତା, ଜାଣନ୍ତୁ ଓ ନିୟମକୁ ପାଳନ କରନ୍ତୁ

ହିନ୍ଦୁ ଧର୍ମରେ ସମସ୍ତ ଶୁଭ ତଥା ମାଙ୍ଗଳିକ କାର୍ଯ୍ୟ କରିବା ସମୟରେ ପ୍ରତ୍ୟେକଟି ଆଚରଣ ଉପରେ ଧ୍ୟାନ ଦିଆଯାଏ। ଏପରିକି କେଉଁ ହାତର ବ୍ୟବହାର କରାଯିବ ତାହା କୁ ନେଇ ମଧ୍ୟ ଶାସ୍ତ୍ର ରେ ଉଲ୍ଲେଖ ରହିଛି। ଆପଣ ଜାଣିଥିବେ ପୂଜା କାମ ହେଉ ଅବା ଅନ୍ୟ କୌଣସି ଶୁଭ କାମ ସୁବଥିରେ ଡାହାଣ ହାତର…

କାହିଁକି ପାଳନ କରାଯାଏ ରାମନବମୀ, ପୁରାଣରେ କ’ଣ ରହିଛି ଏହାର ବିଶେଷତ୍ତ୍ୱ, ଜାଣନ୍ତୁ

ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଦେଶସାରା ରାମନବମୀ ଭାବରେ ଧୂମଧାମରେ ପାଳନ କରିଥାନ୍ତି। ସନାତନ ଧର୍ମ ଅନୁସାରେ ରାମନବମୀ ଦିନ ତ୍ରେତୟା ଯୁଗରେ ମହାରାଜା ଦଶରଥଙ୍କ ଘରେ ବିଷ୍ଣୁଙ୍କ ଅବତାର ଭାବେ ପ୍ରଭୁ ଶ୍ରୀରାମ ଜନ୍ମ ନେଇଥିଲେ । ଲଙ୍କାପତି ରାବଣର ଅତ୍ୟାଚାରକୁ କମ୍ କରିବା ପାଇଁ…

ବିନା ମୂର୍ତ୍ତିରେ ଏହି ମନ୍ଦିରରେ ହୋଇଥାଏ ଅମ୍ବାଜୀଙ୍କ ପୂଜା, ଆଖିରେ ପଟି ବାନ୍ଧି କରାଯାଏ ପୂଜାର୍ଚ୍ଚନା

ଗୁଜୁରାଟର ବଣାସକାଣ୍ଠାରେ ଅବସ୍ଥିତ ମାଆ ଅମ୍ବାଜୀ ମନ୍ଦିର। ଦେଶର ସବୁଠୁ ପ୍ରମୁଖ ମନ୍ଦିର ମଧ୍ୟରୁ ଏହା ହେଉଛି ଏକ। ଏହି ମନ୍ଦିର ଖାସ୍‌ ରୂପେ ଦୁର୍ଗା ମାତା ମାନେ ଅମ୍ବା ଦେବୀଙ୍କୁ ସମର୍ପିତ କରାଯାଇଛି। ଏହି ମନ୍ଦିରକୁ ନେଇ ମଧ୍ୟ ଅନେକ ଧାର୍ମିକ ମାନ୍ୟତା ରହିଛି। କୁହାଯାଏ କି ଏହି ସ୍ଥାନରେ…