Browsing Tag

dhabaleswar

ଆସନ୍ତାକାଲି ପଞ୍ଚକ, ଧବଳେଶ୍ୱର ପୀଠରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

କଟକ(କେନ୍ୟୁଜ୍):   ରାତି ପାହିଲେ ପଞ୍ଚକ । ମହା କାର୍ତ୍ତିକ ମାସର ଶେଷ ପର୍ଯ୍ୟାୟ ବା ପଞ୍ଚକ ପାଇଁ ଧବଳେଶ୍ୱର ପୀଠ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଚଳିତବର୍ଷ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଡ ବ୍ୟବସ୍ଥା କରାଯାଇଛି । ଡଙ୍ଗାରେ ଯାତାୟତ ପାଇଁ ଜେଟି ବ୍ୟବସ୍ଥା କରାଯାଇଛି । କଟକ ଗ୍ରାମାଞ୍ଚଳ…

ବଡ଼ଓଷା ପାଇଁ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧବଳେଶ୍ୱର ପୀଠରେ ପ୍ରସ୍ତୁତି ବୈଠକ

କଟକ(କେନ୍ୟୁଜ୍): ବଡ଼ଓଷା ପାଇଁ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧବଳେଶ୍ୱର ପୀଠରେ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ । ଆସନ୍ତା ୮ ତାରିଖରୁ ପଞ୍ଚକ ବ୍ରତ ଆରମ୍ଭ ହୋଇ ନଭେମ୍ବର ୧୨ରେ କାର୍ତ୍ତିକ ପୂର୍ଣ୍ଣିମାରେ ଶେଷ ହେବ । ନଭେମ୍ବର ୧୦ ତାରିଖରେ ବଡ଼ଓଷା ପାଳନ କରାଯାଇ ତ୍ରୟୋଦଶୀ ଓ…