Below header
Browsing Tag

dhanuyatra

ବରଗଡ଼ରେ ସରିଲା ଧନୁଯାତ୍ରା, ମାମୁ କଂସଙ୍କୁ ବଧ କଲେ ଶ୍ରୀକୃଷ୍ଣ

ବରଗଡ଼ (କେନ୍ୟୁଜ) : ମଞ୍ଚରୁ ପଡ଼ି ମଲା ମହାପ୍ରତାପୀ କଂସ। କଂସ ବଧ ସହ ସରିଛି ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଛି। ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହୋଇଛନ୍ତି ମଥୁରାବାସୀ । ଏହାପରେ ଶ୍ରୀକୃଷ୍ଣ ଓ ଭାଇ ବଳରାମ ମଥୁରା ନଗରୀ ଭ୍ରମଣ କରିଛନ୍ତି।…

ଧନୁଯାତ୍ରା ପାଇଁ ଦୁଲୁକୁଛି ବରଗଡ଼ : କୃଷ୍ଣ-ବଳରାମଙ୍କୁ ମାରିବାକୁ କଂସଙ୍କ ରଙ୍ଗସଭା ଆୟୋଜନ

ବରଗଡ଼ (କେନ୍ୟୁଜ): ଧନୁଯାତ୍ରା ପାଇଁ ଦୁଲୁକୁଛି ବରଗଡ଼ । ଆଜି ଧନୁଯାତ୍ରାର ସପ୍ତମ ଦିନରେ କୃଷ୍ଣ ଓ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକୃରଙ୍କୁ ଗୋପପୁର ପ୍ରେରଣ କରିବେ କଂସ । ସେପଟେ ଅଭିନୀତ ହେବ ରାଧାକୃଷ୍ଣଙ୍କ ନାବକେଳୀ ଦୃଶ୍ୟ। ମୃତ୍ୟୁ ଭୟରେ ଆତଙ୍କିତ ତ୍ରୀପୁର ବିଜୟୀ କଂସାସୁର । କୃଷ୍ଣଙ୍କୁ…

ଆସନ୍ତାକାଲିଠୁ କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼, ୧୧ ଦିନ ଧରି ଚାଲିବ ଧନୁଯାତ୍ରା

ବରଗଡ଼ (କେନ୍ୟୁଜ): ଆସନ୍ତାକାଲି ଠାରୁ ମହାରାଜ କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ବରଗଡ଼ ସହର । ଆରମ୍ଭ ହେବ ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଧନୁଯାତ୍ରା ପାଇଁ ସଜେଇ ହୋଇଛି ପୂରା ବରଗଡ଼ ସହର । ସବୁଠି ଉତ୍ସାହ ଓ ଉଲ୍ଲାସ । ବରଗଡ଼ ସହର ପାଲଟିଛି…

ଅଧର୍ମ ଉପରେ ଧର୍ମର ଜୟ: ସରିଲା ଧନୁଯାତ୍ରା, ମଞ୍ଚ ଉପରେ ଯୁଦ୍ଧରେ ମାମୁଁକୁ ନିପାତ କରି ବିଜୟୀ ହେଲେ କୃଷ୍ଣ

ବରଗଡ (କେନ୍ୟୁଜ): ଭଣଜା କୃଷ୍ଣ ହାତରୁ ବଧ ହେଲା ମାମୁଁ କଂସ । ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ପଡିଲା ଯବନିକା। ଭଣଜା କୃଷ୍ଣ ହାତରୁ ବଧ ହେଲା ମାମୁଁ କଂସ । ୧୧ ଦିନ ଧରି ଚାଲିଥିଲା ବିଶ୍ବ ର ସର୍ବ ବୃହତ ଖୋଳା ରଂଗମଞ୍ଚ ରେ ଧନୁଯାତ୍ରା । ଅନ୍ତିମ ଦିବସରେ କୃଷ୍ଣ ବଳରାମଙ୍କ ଦ୍ୱାରା…

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଦ୍ଵିତୀୟ ଦିବସ: ଆଜି ମଥୁରା ନଗରୀର ଲୋକମଣ୍ତପ ପଡିଆରେ ରଙ୍ଗମହଲ ହେବ ଉଦଘାଟନ

ବରଗଡ (କେନ୍ୟୁଜ): ପ୍ରବଳ ପ୍ରତାପୀ କଂସଙ୍କ ପ୍ରକୋପରେ ଥରହର ହେଉଛି ମଥୁରାନଗରୀ ପାଲଟିଥିବା ବରଗଡ ସହର । ଆଜି ଧନୁଯାତ୍ରାର ଦ୍ଵିତୀୟ ଦିବସ । ମଥୁରା ନଗରୀର ଲୋକମଣ୍ତପ ପଡିଆରେ ରଙ୍ଗମହଲ ଉଦଘାଟନ ହେବ । ତଳିପଡା ସମଲେଶ୍ଵରୀ ମଣ୍ତପ କାରାଗାରଠାରେ ଜନ୍ମ ନେବେ ଶ୍ରୀକୃଷ୍ଣ । କୃଷ୍ଣଙ୍କୁ ନେଇ…

ନବବଧୂ ପରି ସଜେଇ ହୋଇଛି ମଥୁରା ପାଲଟିଥିବା ବରଗଡ଼ ସହର: ଆସନ୍ତାକାଲିଠୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼(କେନ୍ୟୁଜ୍):  ଆସନ୍ତାକାଲିଠୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ନବବଧୂ ପରି ସଜେଇ ହୋଇଛି ମଥୁରା ପାଲଟିଥିବା ବରଗଡ଼ ସହର । ଅନ୍ୟପଟେ ଗୋପପୁର ପାଲଟିଥିବା ଅମ୍ବାପାଲିରେ ମଧ୍ୟ ଉତ୍ସାହର ମାହୋଲ । କାଲିଠୁ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ବିଶ୍ଵର ସର୍ବ ବୃହତ ରଙ୍ଗ ମଞ୍ଚରେ…