Below header
Browsing Tag

diesel price hike

ମହଙ୍ଗା ହେଲା ଡିଜେଲ, ଲିଟର ପିଛା ୨୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ମହଙ୍ଗା ହେଲା ଡିଜେଲ୍‌ । ଅନ୍ତର୍ଜାତୀୟ ବଜାରରେ ଆଶୋଧିତ ତୈଳ ଦଳ ବୃଦ୍ଧି ପରେ ବଢିଛି ଡିଜେଲ୍‌ ଦର । ଅଏଲ୍‌ ମାର୍କେଟିଂ କମ୍ପାନି ବଲ୍‌କ କଷ୍ଟମର୍ସଙ୍କ ପାଇଁ ଡିଜେଲ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି । ବିପୁଳ ପରିମାଣରେ ପେଟ୍ରୋଲ୍‌ ଓ ଡିଜେଲ୍‌ କ୍ରୟ କରୁଥିବା…

ପେଟ୍ରୋଲ ପରେ ଡିଜେଲ ହେଉଛି ମହଙ୍ଗା, ପେଟ୍ରୋଲ ଦାମ ସ୍ଥିର

ଆଜି ପୁଣି ଡିଜେଲ ଦାମ୍‌ ମହଙ୍ଗା ହୋଇଛି। ଗତମାସ ୭ ତାରିଖରୁ ଡିଜେଲ ଦର ଲଗାତାର ୨୯ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଭୁବନେଶ୍ବରରେ ଭାରତୀୟ ତୈଳ ନିଗମ ପକ୍ଷରୁ ଡିଜେଲ ଦର ଲିଟର ପିଛା ୨୩ରୁ ୨୫ ପଇସା ବୃଦ୍ଧି କରାଯାଇଛି। ଫଳରେ ଡିଜେଲ ଦର ୭୮ ଟଙ୍କା ୯୨ ପଇସା ପହଞ୍ଚିଛି। ଅନ୍ୟପକ୍ଷରେ…

ଲଗାତାର ୧୯ ଦିନ ପାଇଁ ତୈଳ ଦର ବୃଦ୍ଧି: ସାଧାରଣରେ ବଢିବାରେ ଲାଗିଛି ଅସନ୍ତୋଷ, ଜାଣନ୍ତୁ ଆଜିର ମୂଲ୍ଯ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଭାରୀ ଏକ୍ସାଇଜ୍‌ ଡ୍ୟୁଟି ବଢାଇଦେଇଥିବାରୁ ତୈଳ ଦର ଲାଗାତାର ବଢି ଚାଲିଛି। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୧୦ ଟଙ୍କା ଓ ଡିଜେଲ ଉପରେ ୧୩ ଟଙ୍କା ଏକ୍ସସାଇଜ ଡ୍ୟୁଟି ଲଗାଇଛନ୍ତି । ଯାହାଫଳରେ୮୦ଟଙ୍କା ପାର୍‌ କରିଛି ଡିଜେଲ ଦର। ଯାହା…