ପେଟରେ ଜମା ହୋଇଥିବା ମଇଳାକୁ ସଫା କରିବା ପାଇଁ ଖାଲି ପେଟରେ ପିଅନ୍ତୁ ଅଁଳା ଚା, ଜାଣନ୍ତୁ ପିଇବାର ଆହୁରି ଅନେକ ଲାଭ
ଯଦି ଆପଣ ଶରୀରକୁ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ସମୟ ସମୟରେ ଶରୀରକୁ ଡିଟକ୍ସ କରିବା ଜରୁରୀ ହୋଇଥାଏ । ଅନେକ ଥର ଭୁଲ୍ ଖାଇବା ଏବଂ ପେଟକୁ ବହୁତ ସମୟ ପଯ୍ୟନ୍ତ ସଫା ନକରିବା ଯୋଗୁ ପେଟରେ ମଇଳା ଜମା ହେବାକୁ ଆରମ୍ଭ କରେ । ତେଣୁ ଆପଣ ମାସରେ ୧ ରୁ ୨ ଥର ପେଟ ସଫା କରିବା ଉଚିତ୍ । ପେଟକୁ…