Browsing Tag

digha

ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ଧାମ ନାମକରଣକୁ ନେଇ ବଢୁଛି ବିବାଦ, ତଦନ୍ତ ନିର୍ଦ୍ଦେଶ ଦେଲେ ଆଇନମନ୍ତ୍ରୀ

ପୁରୀ : ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ବିବାଦର ହେବ ତଦନ୍ତ। ଶ୍ରୀମନ୍ଦିର ପ୍ରଶାସନ ଅନ୍ତରୀଣ ତଦନ୍ତ କରିବ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଦୀଘା ଜଗନ୍ନାଥ ମନ୍ଦିର ସ୍ଥାନକୁ ଜଗନ୍ନାଥ ଧାମ ନାଁରେ ନାମିତ କରିବାକୁ ନେଇ ବିବାଦ ଦେଖା ଦେଇଛି…

ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ: ମୁହଁ ଖୋଲିଲେ ପୁରୀ ଦଇତାପତି କହିଲେ, ପୁରୀ ଛଡ଼ା ଆଉ କେଉଁଠି ବ୍ରହ୍ମ ନାହିଁ

ପୁରୀ : ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ ନେଇ ମୁହଁ ଖୋଲିଲେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର। କହିଲେ, ପୁରୀ ଛଡ଼ା ଆଉ କେଉଁଠି ବ୍ରହ୍ମ ନାହିଁ । ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ । ଅନ୍ୟ କୌଣସି ଠାରେ ଜଗନ୍ନାଥଧାମ ହେବନି । ସରକାରୀ ସ୍ତରରେ ତାଙ୍କୁ…

ଦୀଘା ଶ୍ରୀଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯାଇପାରିବ ନାହିଁ, ପୁରୀରେ ସେବାୟତଙ୍କ ତୀବ୍ର ବିରୋଧ

ପୁରୀ : ପଶ୍ଚିମବଙ୍ଗର ଦୀଘାରେ ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନେଇ ବିବାଦ ଦେଖା ଦେଉଛି। ସେଠାରେ ଜଗନ୍ନାଥ ମନ୍ଦିର ହେବା ଖୁସିର କଥା । କିନ୍ତୁ ଜଗନ୍ନାଥ ଧାମ ନାମକରଣ କରିବା ଓ ବ୍ରହ୍ମ ସ୍ଥାପନକୁ ନେଇ ପୁରୀରେ ସେବାୟତମାନେ ତୀବ୍ର ବିରୋଧ କରିଛନ୍ତି। ପୁରୀର କିଛି…

ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟିତ, ସବୁ ଧର୍ମର ଲୋକଙ୍କ ପାଇଁ ପ୍ରବେଶ ଅନୁମତି

ଉଦଘାଟିତ ହେଲା ଦୀଘା ଜଗନ୍ନାଥ ମନ୍ଦିର । ଅକ୍ଷୟ ତୃତୀୟା ଅବସରରେ ଦୀଘା ଜଗନ୍ନାଥ ମନ୍ଦିର ଉଦଘାଟନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୨୦ଏକର ଜାଗାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନୁକରଣରେ ଏହି ମନ୍ଦିର ନିର୍ମାଣ କରାଯାଇଛି । ମନ୍ଦିର ପ୍ରତିଷ୍ଠା ହେଲା ପରେ ମୁଖ୍ୟମନ୍ତ୍ରୀ…

ମାଛ କଲା ଲକ୍ଷପତି, ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ୨ କ୍ବିଣ୍ଟାଲର ସାର୍କ ମାଛ

ଜଳେଶ୍ୱର : ଜାଲରେ ପଡ଼ିଲା ୨ କ୍ବିଣ୍ଟାଲର ମାଛ ।  ଲକ୍ଷପତି କଲା ସାର୍କ ମାଛ । ପଶ୍ଚିମବଙ୍ଗର କାଂଥୀ ଏବଂ ପେଟୁଆଘଟ ଅଞ୍ଚଳର କିଛି ମତ୍ସ୍ଯଜିବୀଙ୍କ ଜାଲରେ ପଡ଼ିଛି ସାର୍କ ମାଛ ।  ଏହି ମାଛର ଆନୁମାନିକ ମୂଲ୍ୟ ୧ ଲକ୍ଷ ହେବ ବୋଲି ଜଣା ପଡିଛି ।  ବହୁ କଷ୍ଟରେ ମାଛଟିକୁ ଦୀଘା ମତ୍ସ୍ଯ ଅବତରଣ…

କେବେ କମିବ ଏ ସେଲ୍ଫି ପାଗଳାମୀ? ଗାଧୋଇବା ସମୟର ସେଲ୍ଫି ନେବା ବେଳେ ଭାସିଗଲେ ଯୁବକ, ଗୁରୁତର ଅବସ୍ଥାରେ ହେଲେ ଉଦ୍ଧାର

ଜଳେଶ୍ବର(କେନ୍ୟୁଜ୍):ସେଲ୍ଫି ହେଲା କାଳ। ଗୋଧୋଇବା ବେଳେ ସେଲ୍ଫି ନେବା ସମୟରେ ସମୂଦ୍ରରେ ଭାସିଗଲେ ପର୍ଯ୍ଯଟକ। ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ସମୂଦ୍ରର ଏକ ନମ୍ବର ଘାଟରେ ଗାଧୋଇବା ବେଳେ ଜଣେ ପର୍ଯ୍ୟଟକ ସେଲ୍ଫୀ ନେବା ସମୟରେ ଭାସି ଯାଇ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଦୀଘା…

ଚାଲିଗଲାଣି ବାତ୍ୟା ୟସ୍, କିନ୍ତୁ ଦୀଘାରେ ଏବେବି ସମୁଦ୍ର ଅଶାନ୍ତ ରହୁଛି

କେନ୍ୟୁଜ୍(ବ୍ୟୁରୋ):  ଦୁର୍ବଳ ହୋଇଛି ସାମୁଦ୍ରିକ ଝଡ଼ ୟସ । କିନ୍ତୁ ଏବେ ବି ଜାରି ରହିଛି ପ୍ରଭାବ। ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲ୍ଲାର ଦୀଘାରେ ସମୁଦ୍ର ଦେଖାଉଛି ନିଜର କରାଳ ରୂପ। ପ୍ରବଳ ବେଗରେ ପବନ ବହୁଥିବା ବେଳେ ସମୁଦ୍ରରେ ଉଠୁଛି ଉଚ୍ଚ ଜୁଆର। ବେଳେ ବେଳେ ଏହାର ତୀବ୍ରତା ଏତେ…