Below header
Browsing Tag

dilip kumar 97th birthday

୯୮ବର୍ଷ ବୟସରେ ଦିିଗଜ୍ଜ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ

ହିନ୍ଦୀ ସିନେମାର ଦିଗଜ୍ଜ କଳାକାର ଦିଲ୍ଲୀପ କୁମାରଙ୍କ ବିୟୋଗ । ମୃତ୍ୟୁ ସମୟରେ ତାଙ୍କ ବୟସ ୯୮ବର୍ଷ ହୋଇଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଲମ୍ବା ସମୟ ଧରି ଦିଲ୍ଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଆଜି ସକାଳେ ଅର୍ଥାତ ୭ ଜୁଲାଇ ବୁଧବାର ୭.୩୦ ଘଟିକାରେ ତାଙ୍କର…

ଜନ୍ମଦିନରେ ଦିଲ୍ଲୀପ କୁମାରଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ, ଭାବବିହ୍ଵଳ ହୋଇ ଏମିତି ଟ୍ଵିଟ୍‌ କଲେ ଟ୍ରାଜେଡି କିଙ୍ଗ୍‌

ବଲିଉଡ୍‌ର ଟ୍ରାଜେଡି କିଙ୍ଗ୍‌ ଭାବେ ପରିଚିତ ଦିଲ୍ଲୀପ କୁମାର ଆଜି ୯୭ ବର୍ଷରେ ପାଦ ଥାପିଛନ୍ତି। ଏ ଅବସରରେ ଫ୍ୟାନ୍‌ମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ଜୀବନ କାମନା କରିଛନ୍ତି। ଦିଲ୍ଲୀପ କୁମାର ମଧ୍ୟ ଫ୍ୟାନ୍‌ଙ୍କୁ ଧନ୍ୟବାଦ ଜଣାଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି।…