୯୮ବର୍ଷ ବୟସରେ ଦିିଗଜ୍ଜ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ

ହିନ୍ଦୀ ସିନେମାର ଦିଗଜ୍ଜ କଳାକାର ଦିଲ୍ଲୀପ କୁମାରଙ୍କ ବିୟୋଗ । ମୃତ୍ୟୁ ସମୟରେ ତାଙ୍କ ବୟସ ୯୮ବର୍ଷ ହୋଇଥିଲା । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଲମ୍ବା ସମୟ ଧରି ଦିଲ୍ଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଆଜି ସକାଳେ ଅର୍ଥାତ ୭ ଜୁଲାଇ ବୁଧବାର ୭.୩୦ ଘଟିକାରେ ତାଙ୍କର ପରଲୋକ ଘଟିଛି । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.