ବ୍ୟକ୍ତିଙ୍କ ଜାଲରେ ପଡ଼ିଲା ଡାଇନାସୋର୍ ମାଛ, ଭାଇରାଲ୍ ଫଟୋ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ
ନରେଓ୍ଵର ସମୁଦ୍ର ତଟରେ ମାଛ ଧରିବା ସମୟରେ ଜଣେ ମତ୍ସ୍ୟଜୀବୀଙ୍କୁ ବଡ଼ ଝଟକା ଲାଗିଥିଲା। ସେ ଏଭଳି ଏକ ମାଛ ଧରିଥିଲେ, ଯାହାର ଆଖି ବାହାରକୁ ବାହାରି ଆସିଥିଲା। ୧୯ ବର୍ଷୀୟ ଆସ୍କର ଲୁଣ୍ଡାହଲ, ସମୁଦ୍ରରେ ମାଛ ଧରୁଥିବା ଏକ କମ୍ପାନୀରେ ଗାଇଡ୍ ଭାବେ କାମ କରନ୍ତି। ସେ ବ୍ଲୁ ହଲିବୁଟ୍(ଖାଦ୍ୟ…