Browsing Tag

dirty message to fiance

ନିର୍ବନ୍ଧ ପରେ ଯୁବତୀଙ୍କୁ ପଠାଇ ପାରିବେ ଅଶ୍ଲୀଳ ମେସେଜ, ଏପରି ମାମଲାରେ କୋର୍ଟ ଅଭିଯୁକ୍ତକୁ କଲେ ଖଲାସ

ମୁମ୍ବାଇ : ଆଜିକାଲି ମେସେଜରୁ ସମ୍ପର୍କ, ଆଉ ସମ୍ପର୍କରୁ ସେକ୍ସ । ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ କେବଳ କଥା ଦିଆ ନିଆରେ ହୋଇଯାଏ ଦେହର ମିଳନ । ଆଉ ଯଦି ଏହି ସମ୍ପର୍କ ସବୁଦିନିଆ ନହେଲା ତେବେ ଏହା ହେଲା ଧୋକ୍କା ବା ରେପ୍‌ । ଏପରି ଏକ ମାମଲାର ବିଚାର କରି ମୁମ୍ବାଇର ଏକ ଅଦାଲତ ଜଣେ…