ରେଳବାଇର ନୂଆ ଅଫର, ଏକା ସହ ବୁକ୍ କରନ୍ତୁ ଯିବା ଆସିବା ଟ୍ରେନ୍ ଟିକେଟ୍, ମିଳିବ ୨୦% ଡ଼ିସକାଉଣ୍ଟ
ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଖୁସି ଖବର । ଏବେ ଏକା ସହ ଯିବା ଆସିବା ଟ୍ରେନ୍ ଟିକେଟ୍ ବୁକ୍ କରିଲେ ମିଳିବ ୨୦% ଡ଼ିସକାଉଣ୍ଟ । ଦେଶ ଭିତରେ ଯେତେବେଳେ କାହାକୁ ଦୂର ଯାତ୍ରା କରିବାକୁ ପଡ଼େ ଲୋକମାନେ ସାଧାରଣତଃ ଟ୍ରେନ୍ କୁ ହିଁ ବାଛିଥାନ୍ତି । କାରଣ ଟ୍ରେନ ଯାତ୍ରା ଆରାମଦାୟକ…