Browsing Tag

Discount on Samsung Galaxy F62

7000 mAh ବ୍ଯାଟେରୀ ଥିବା Samsung Galaxy F62ରେ ମିଳୁଛି ୭ ହଜାର ଡିସକାଉଣ୍ଟ, ଜାଣନ୍ତୁ କେଉଁଠି ମିଳୁଛି ଏହି ଅଫର

ସ୍ମାର୍ଟଫୋନରେ ଗେମ୍ ଖେଳିବାକୁ ଅନେକ ଯୁବପିଢି ପସନ୍ଦ କରନ୍ତି। ଖାସ୍ ଏଥିପାଇଁ ଦମଦାର ବ୍ଯାଟେରୀ ଥିବା ଫୋନ ଖୋଜୁଛନ୍ତି ଯୁବପିଢି। ଯଦି ଆପଣ ଏପରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଭଲ ସୁଯୋଗ। ଇ-କର୍ମସ ସାଇଟ ଫ୍ଲିପକାର୍ଟରେ Samsung ର 7000 mAh ବ୍ଯାଟେରୀ ଥିବା ସ୍ମାର୍ଟଫୋନ Galaxy…