Below header
Browsing Tag

diwali advisory

ବାଣ ବିକ୍ରି ପ୍ରସଙ୍ଗରେ କଟକ ଡିସିପିଙ୍କ ପ୍ରତିକ୍ରିୟା, କହିଲେ ସରକାରୀ ନିର୍ଦ୍ଦେଶନାମାକୁ ଅପେକ୍ଷା

କଟକ: ବାଣ ବିକ୍ରି ପ୍ରସଙ୍ଗ। କଟକ ଡିସିପି ପ୍ରତୀକ ସିଂଙ୍କ ସୂଚନା। କହିଲେ ସରକାରୀ ନିର୍ଦ୍ଦେଶନାମାକୁ ଅପେକ୍ଷା। ବାଣ ବିକ୍ରି ପାଇଁ କଟକ କମିଶନରେଟ କାହାରିକୁ ଅନୁମତି ଦେଇ ନାହାନ୍ତି। କିଛି ବ୍ୟବସାୟୀ ଆବେଦନ ପତ୍ର ଦାଖଲ କରିଥିବା ନେଇ ଡିସିପି କହିଛନ୍ତି। ସୂଚନା ଥାଉକି, ଗତକାଲି…

ଦୀପାବଳିରେ ଆତସବାଜୀ ନେଇ କମିଶନରେଟ୍‌ ପୋଲିସର ଆଡଭାଇଜରି, ରାତି ୮ଟାରୁ ୧୦ଟା ଯାଏ ବାଣ ଫୁଟାଇବା ପାଇଁ ଅନୁମତି

ଭୁବନେଶ୍ବର(କେନ୍ୟୁଜ୍):  ଦୀପାବଳିରେ ଆତସବାଜୀ ନେଇ କମିଶନରେଟ୍‌ ପୋଲିସର ଆଡଭାଇଜରି । ରାତି ୮ଟାରୁ ୧୦ଟା ଯାଏ ବାଣ ଫୁଟାଇବା ପାଇଁ ଅନୁମତି ରହିଛି । କେବଳ ଲାଇସେନ୍ସ ପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ବାଣ କିଣିବାକୁ କୁହାଯାଇଛି । ୧୨୫ ଡେସିବଲରୁ ଅଧିକ ଶବ୍ଦର ବାଣ ଫୁଟାଇବାକୁ ମନା…

ଦୀପାବଳି ପାଇଁ କମିଶନରେଟ୍‌ ପୋଲିସର ଆଡଭାଇଜରି, ରାତି ୮ଟାରୁ ୧୦ଟା ଯାଏ ଫୁଟାଯିବ ଆତସବାଜୀ

ଭୁବନେଶ୍ବର(କେନ୍ୟୁଜ୍):  ଦୀପାବଳିରେ ଆତସବାଜୀର ବ୍ୟବହାର ସଂକ୍ରାନ୍ତରେ ଆଡଭାଇଜରି ଜାରି କରିଛି କମିଶନରେଟ୍‌ ପୋଲିସ । ରାତି ୮ଟାରୁ ୧୦ଟା ଯାଏ ବାଣ ଫୁଟାଇବା ପାଇଁ ଅନୁମତି ରହିଛି । କେବଳ ଲାଇସେନ୍ସ ପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ବାଣ କିଣିବାକୁ କୁହାଯାଇଛି । ୧୨୫ ଡେସିବଲରୁ ଅଧିକ…