Below header
Browsing Tag

dj

ଉତ୍ତରପ୍ରଦେଶ : ଜନ୍ମଦିନ ପାର୍ଟିରେ ବାଜୁଥିଲା ଡିଜେ, ବଜାଇବାକୁ ମନା କରିବାରୁ ପୂଜାରୀଙ୍କୁ ପିଟିପିଟି ମାରିଦେଲେ

ଜନ୍ମ ଦିନ ଉତ୍ସବରେ ଖୁବ୍‌ ଜୋରରେ ବାଜୁଥିଲା ଡିଜେ । ଆଉ ଡିଜେ ଅସହ୍ୟ ହେବାରୁ ବିରୋଧ କରିବାରୁ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରିଛନ୍ତି ପଡୋଶୀ । ଉତ୍ତରପ୍ରଦେଶର ଦେବରିୟାରେ ଘଟିଛି ଏଭଳି ଘଟଣା । ମୃତକଜଣକ ୬୦ ବର୍ଷୀୟ ଅଶୋକ ଚୌବେ । ସେ ସ୍ଥାନୀୟ ବାରିପୁର ହନୁମାନ ମନ୍ଦିରର ସହାୟକ ପୂଜାରୀ…

ଲୋକପ୍ରିୟ ଡିଜେ ମିଷ୍ଟର ସିଙ୍କ ପରଲୋକ, ହିପ୍‌-ହପ୍‌ ସଂସ୍କୃତିକୁ ଦେଇଥିଲେ ଭିନ୍ନ ପରିଚୟ

ନ୍ୟୁୟର୍କ ସହରର ଲୋକପ୍ରିୟ ଡିଜେ ମିଷ୍ଟର ସିଙ୍କ ୫୭ ବର୍ଷ ବୟସରେ ପରଲୋକ ହୋଇଛି । ମିଷ୍ଟର ସି ନ୍ୟୁୟର୍କରେ ହିପ-ହପ୍‌ କଲଚରକୁ ବୃଦ୍ଧି କରିବାରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ତାଙ୍କ ମୃତ୍ୟୁ ଖବର ରେଡିଓ ଷ୍ଟେସନ ହଟ୍‌-୯୭ ପକ୍ଷରୁ ମିଳିଛି । ତେବେ ତାଙ୍କ ମୃତ୍ୟୁ କେମିତି ହୋଇଛି,…

୧୧ କେଭି ତାରରେ ବାଜିଲା DJ, କରେଣ୍ଟ୍‌ ଲାଗି ବରର ସାଙ୍ଗ ସମେତ ୩ ବରଯାତ୍ରୀଙ୍କ ମୃତ୍ୟୁ

ଉତ୍ତର ପ୍ରଦେଶର କୌସାମ୍ବି ଜିଲ୍ଲାରେ ଶନିବାର ରାତିରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ବାହାଘର ଖୁସି କ୍ଷଣିକରେ ଦୁଃଖରେ ବଦଳି ଯାଇଛି । ଡିଜେରେ ଡ୍ୟାନ୍ସ କରୁଥିବା ବେଳେ ହଠାତ୍‌ କରେଣ୍ଟ୍‌ ଲାଗି ଦୁଇ ଭାଇଙ୍କ ସମେତ ୩ ବରଯାତ୍ରୀଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ ବରଯାତ୍ରୀ…

ବିଦେଶୀ ମହିଳା ଡିଜେଙ୍କୁ ଦୁଷ୍କର୍ମ କରି ମୁମ୍ବାଇ ଯୁବକ ଗିରଫ

ମୁମ୍ବାଇରେ ମେକ୍ସିକୋ ମହିଳାଙ୍କୁ ଦୁଷ୍କର୍ମ । ମୁମ୍ବାଇ ପୋଲିସ ଏହି ମାମଲାରେ ଜଣକୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ମେକ୍ସିକୋର ୩୧ ବର୍ଷୀୟା ଜଣେ ମହିଳା ଡିସ୍କୋ ଜକି(ଡିଜେ)ଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବାନ୍ଦ୍ରା ଥାନା ଅଧିକାରୀଙ୍କ କହିବାନୁଯାୟୀ,…

ଭଦ୍ରକ ଧାମନଗରରେ ପୋଲିସ-ଜନତା ଖଣ୍ଡଯୁଦ୍ଧ, ୧୦ରୁ ଅଧିକ ଆହତ

ଭଦ୍ରକ (କେନ୍ୟୁଜ୍) : ପୋଲିସ-ଜନତା ଖଣ୍ଡଯୁଦ୍ଧ। ସଂଘର୍ଷରେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଭଦ୍ରକ ଧାମନଗର ଥାନା ଚୁଡାକୁଟି ମେଳଣରେ DJକୁ ବିରୋଧ କରି ପୋଲିସ-ଜନତା ମଧ୍ୟରେ ଗଣ୍ଡଗୋଳ ଓ ଲାଠିମାଡ ହୋଇଛି। ଉତ୍ୟକ୍ତଲୋକ ୨ଟି DJ ଗାଡି ଭଙ୍ଗାରୁଜା କରିଛନ୍ତି।