Browsing Tag

doctor’s day

ଆଜି ଜାତୀୟ ଡାକ୍ତର ଦିବସ: ଚଳିତ ବର୍ଷ ର ଥିମ୍‌ ‘ପରିବାର ଚିକିତ୍ସକଙ୍କ ଦ୍ୱାରା ସୁସ୍ଥ ଭବିଷ୍ୟତ ଗଠନ’

ନୂଆଦିଲ୍ଲୀ: ଡାକ୍ତର ହିଁ ଦ୍ୱିତୀୟ ଇଶ୍ୱର । ରୋଗୀଙ୍କ ଜୀବନରେ ଡାକ୍ତରଙ୍କ ଅବଦାନକୁ ମହତ୍ୱ ଦେବାକୁ ଯାଇ ପ୍ରତି ବର୍ଷ ଜୁଲାଇ ୧ ତାରିଖ ଆଜିର ଦିନରେ ପାଳିତ ହୋଇଥାଏ ଜାତୀୟ ଡାକ୍ତର ଦିବସ । ବର୍ତ୍ତମାନ କୋଭିଡ୍‌ ସମୟରେ ଜୀବନକୁ ବାଜି ଲଗାଇ ଅନବରତ ସେବା ଯୋଗାଇ ଆସୁଛନ୍ତି ଏହି ଦ୍ୱିତୀୟ…