Below header
Browsing Tag

Dog and Cat

କାହିଁକି କୁକୁର ଏବଂ ବିଲେଇ ପରସ୍ପରକୁ ପସନ୍ଦ କରନ୍ତି ନାହିଁ? ଜାଣନ୍ତୁ ଏହା ପଛର ମଜାଦାର କାରଣ

କୁକୁର ବିଲେଇଙ୍କର ଝଗଡା ବିଷୟରେ ତ ଆପଣମାନେ ନିଶ୍ଚୟ ଜାଣିଥିବେ । ଏମାନଙ୍କ ଝଗଡାର ଅନେକ ଦୃଶ୍ୟ ଆପଣ ଦେଖିଥିବେ ଏବଂ ଶୁଣିଥିବେ ମଧ୍ୟ । ରାସ୍ତା ଘାଟ ଗଳି କନ୍ଦିରେ ପ୍ରାୟ ସମୟରେ ଏମାନଙ୍କ ଝଗଡା ଦେଖିବାକୁ ମିଳିଥାଏ । ଆପଣ ଲକ୍ଷ କରିଥିବେ ଯେତେବେଳେ ଛୋଟ ପିଲାମାନେ ନିଜ ମଧ୍ୟରେ ଝଗଡା…

ଏଠାରେ ରହିଛି ‘ପେଟସ୍‌ ବ୍ଲଡ ବ୍ୟାଙ୍କ’, ଯେଉଁଠି ବିଲେଇ ଓ କୁକୁର କରନ୍ତି ରକ୍ତଦାନ

ମଣିଷମାନଙ୍କ ପାଇଁ ବ୍ଲଡବ୍ୟାଙ୍କ ରହିଥିବା କଥା ଆମେ ସମସ୍ତେ ଜାଣିଛେ। କିନ୍ତୁ ଜୀବଜନ୍ତୁଙ୍କ ପାଇଁ ବ୍ଲଡ ବ୍ୟାଙ୍କ ଥିବା କଥା ଆପଣ ହୁଏତ କେବେ ଶୁଣିନଥିବେ। ଦୁନିଆରେ ଏପରି କେତେକ ଦେଶ ରହିଛି, ଯେଉଁଠି ‘ପେଟସ୍‌ ବ୍ଲଡ ବ୍ୟାଙ୍କ’ ରହିଛି। ଏହି ବ୍ଲଡ ବ୍ୟାଙ୍କରେ ଅଧିକାଂଶ କୁକୁର ଏବଂ…