Browsing Tag

dogs attack

ଗୋଟିଏ ଦିନରେ ବୁଲା କୁକୁର କାମୁଡାର ଶିକାର ହେଲେ ୨୧ ଜଣ , ନିରୀହ ଶିଶୁର ଜୀବନ ଗଲା ପରେ ତତ୍ପରତା ଦେଖାଇଲା ପ୍ରଶାସନ

ରାଜଧାନୀ ଭୋପାଳରେ ବୁଲା କୁକୁରମାନଙ୍କର ଆତଙ୍କ ଜାରି ରହିଛି । ଏହି କିଛି ଦିନ ପୂର୍ବରୁ କୁକୁର ୨୧ ଜଣ ଲୋକଙ୍କୁ କାମୁଡିଥିଲା । ବର୍ତ୍ତମାନ ୬ ମାସର ନିରୀହ ଶିଶୁକୁ ତିନୋଟି କୁକୁର କାମୁଡ଼ିବାର ଏକ ମାମଲା ସାମ୍ନାକୁ ଆସିଛି । କୁକୁରମାନେ ପିଲାଟିର ଗୋଟିଏ ହାତକୁ କାମୁଡ଼ି ଦେଇଥିଲେ । ତେବେ…

୫ ବର୍ଷର ଶିଶୁକୁ ଝୁଣିଦେଲେ ବୁଲା କୁକୁର, ଭଉଣୀର ସାମ୍ନାରେ ଚାଲିଗଲା ଭାଇର ଜୀବନ

କୁକୁରକୁ ମଣିଷର ସବୁଠୁ ବିଶ୍ୱସ୍ତ ବନ୍ଧୁ ବୋଲି କୁହାଯାଏ । କିନ୍ତୁ ଏହା ହୁଏତ ବୁଲା କୁକୁରଙ୍କ କ୍ଷେତ୍ରରେ ଦେଖିବାକୁ ମିଳିନଥାଏ । ଦିନକୁ ଦିନ ବୁଲା କୁକୁରଙ୍କ ଆତଙ୍କ ବଢି ବଢି ଚାଲିଛି । ଲୋକେ ଭୟରେ ରାସ୍ତାରେ ଯିବା ଆସିବା କରିଥାନ୍ତି । ହେଲେ ଅନେକ ସମୟରେ ବୁଲା କୁକୁରଙ୍କ ଆକ୍ରମଣ ନେଇ…

ପାଞ୍ଚ ବର୍ଷର ନିରୀହ ଶିଶୁକୁ ଝୁଣି ମାରିଲେ କୁକୁର ଦଳ, ଘଟଣା ପରେ ସାରା ଗାଁ ସ୍ତବ୍ଧ

ଜୟପୁର:  ବୁଲା କୁକୁରଙ୍କ ଆକ୍ରମଣରେ ଗଲା ପାଞ୍ଚ ବର୍ଷର ନିରୀହ ଶିଶୁର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର କୁସୁମଗୁଡା ଗ୍ରାମରେ। ଘଟଣା ଅନୁଯାୟୀ କୁସୁମଗୁଡା ଗ୍ରାମର ସାଧୁ ପରଜାଙ୍କ ଦୁଇ ପୁଅ ଗାଁ ନିକଟରେ ବହି ଯାଇଥିବା କୁର୍ଲୁ ନଦୀକୁ…

୩ ମାସ ଶିଶୁର ଶରୀରରୁ ମୁଣ୍ଡକୁ ନେଇ ଚାଲିଗଲେ ବୁଲା କୁକୁର

ସାହାରନପୁର: ଉତ୍ତର ପ୍ରଦେଶର ସାହାନରପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ବୁଲା କୁକୁରମାନେ ବାରଣ୍ଡାରେ ଶୋଇଥିବା ଜଣେ ୩ ମାସର ଶିଶୁକୁ ଝୁଣି ମାରି ଦେବା ସହିତ ତା ଶରୀରରୁ ମୁଣ୍ଡକୁ ନେଇ ଚାଲି ଯାଇଛନ୍ତି। ପରିବାର ଲୋକ ଶିଶୁର ମୁଣ୍ଡ ବିହୀନ ଶରୀର ଠାବ କରିବା ପରେ ଏକ ଶୋକାକୁଳ ପରିବେଶ…