Browsing Tag

dola purnami

ଦୋଳପୂର୍ଣ୍ଣିମାରେ ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ

ଆଜି ଦୋଳପୂର୍ଣ୍ଣିମାରେ ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଆକାଶରେ ନାଲି ରଙ୍ଗର ଜହ୍ନ ଦେଖାଯିବ । ଏହା ହେଉଛି ୨୦୨୬ର ପ୍ରଥମ ପୂର୍ଣ୍ଣଚନ୍ଦ୍ର ଗ୍ରହଣ । ଏଥିସହ ୨୦୨୯ ମସିହା ପୂର୍ବରୁ ଶେଷ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଭାରତୀୟ ସମୟ ଅପରାହ୍ଣ ପ୍ରାୟ ୩ଟା୨୦ ମିନିଟରେ ଆଂଶିକ ଗ୍ରହଣ ଆରମ୍ଭ ହେବ ।…

ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ଫୁଲଦୋଳ ଉତ୍ସବ, ଦୋଳ ପଡିଆରେ ଜମିଛି ଭକ୍ତଙ୍କ ଭିଡ଼

ଟାଙ୍ଗୀ: ଦୋଳ ମେଳଣ ସନ୍ଧ୍ୟାରେ ଭକ୍ତଙ୍କ ଭିଡ଼ । ପ୍ରକମ୍ପିତ ହୋଇ ଉଠୁଛି ଦୋଳ ପଡିଆ । ଠାକୁରମାନଙ୍କୁ ଏକାଠି ପାଇ ଭକ୍ତ ମାନଙ୍କର ଖୁସି କାହିଁରେ କେତେ । ଦୋଳ  ମଣ୍ଡପରେ ଭକ୍ତମାନେ ପ୍ରଭୂଙ୍କୁ ଅବିର ଲାଗି କରିବା ସହ ଲାଭ କରୁଛନ୍ତି ପ୍ରଭୂ କୃପା । ଏହା ସହ  ଦୋଳ ପଡିଆରେ ମେଳିଛି ଭଳିକି…

ଦୋଳ ପୂର୍ଣ୍ଣିମାରେ ଗୋପାଳ ସମ୍ପ୍ରଦାୟ ଲୋକଙ୍କ ଖାସ୍ ପୂଜା, ଗୋଠପୂଜାରେ ଜମିଲା ଅଞ୍ଚଳ

ଓଡିଆ ପରମ୍ପରାରେ ବାର ମାସରେ ପାଳନ କରାଯାଏ ତେର ପର୍ବ । ବିଭିନ୍ନ ସଂପ୍ରଦାୟ ଏବଂ ପରମ୍ପରାକୁ ନେଇ ଓଡ଼ିଶାରେ ରହିଛି ଅନେକ ପୂଜା ଏବଂ ମହୋତ୍ସବ । ସମାନ ଭାବେ  ଗୋପାଳ ସମ୍ପ୍ରଦାୟର ଲୋକମାନଙ୍କ ମୁଖ୍ୟ ପର୍ବ ହେଉଛି ଦୋଳ ପୂର୍ଣ୍ଣିମା ପର୍ବ । ଏହି ପର୍ବକୁ ଗୋପାଳ ଭାଇମାନେ ବେଶ ଧୁମଧାମରେ ପାଳନ…

ମୁନସୀ ମେଳଣରେ ରଙ୍ଗ ଖେଳିଲେ ପୋଲିସ ଜନତା, ସଂସ୍କୃତି ଓ ପରମ୍ପରାରର ନିଆରା ଝଲକ

ସୁସଜ୍ଜିତ ବିମାନ ଗୁଡିକରେ ସ୍ଥାନ ପାଇଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୁର୍ତ୍ତି । ମଖମଲିଆ ଥାଟବାଟ ସାଙ୍ଗକୁ ସୁନ୍ଦର ସାଜସଜ୍ଜାରେ ଝଟକୁଛି ବିମାନ । ବିମାନ ବିମାନ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ବାଦ୍ୟ ନୃତ୍ୟ ସହିତ ଦେଖିବାକୁ ମିଳିଛି ସଂସ୍କୃତି ଓ ପରମ୍ପରାରର ଝଲକ । ଠାକୁର ବାଡିଆ…

ଦୋଳ ପର୍ବରେ ଲୋକଙ୍କ ମନ ମୋହୁଛି କୁନି ପିଲାର ମୃଦଙ୍ଗ ବାଦନର ଆକର୍ଷଣ

କଟକ: ରୌପ୍ୟ ନଗରୀ କଟକ ରେ ଚାଲିଛି ଦୋଳ ମେଳଣ । ଦୋଳ ମେଳଣରେ କୁନି ପିଲାଟିର ମୃଦଙ୍ଗ ମାଡ଼କୁ ସ୍ୱରରେ ଗୀତ ଗାଇବା କରୁଛି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ । ତାଳ ଓ ଲୟରେ କୁନି ହାତରେ କୁନି ଆଙ୍ଗୁଠିରୁ ବାହାରୁ ଥିବା ଶବ୍ଦ ସମଗ୍ର ଅଞ୍ଚଳରେ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ । ବୟସ ମାତ୍ର…

ସୁନାବେଶ ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ପ୍ରବଳ ଭିଡ: ଧୈର୍ଯ୍ୟହରା ଭକ୍ତ ବାରିକେଡ୍‌ ଭାଙ୍ଗି ସିଧା ପଶିଲେ ମନ୍ଦିର…

ପୁରୀ(କେନ୍ଯୁଜ୍): ସିଂହଦ୍ୱାର ସମ୍ମୁଖରେ ପ୍ରବଳ ଗହଳି। ବ୍ୟାରିିକେଡ୍‌ ମାନିଲେନି କିଛି ଭକ୍ତ। ସୁନାବେଶ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବାରୁ ଦର୍ଶନ ପାଇଁ ଧୈର୍ଯ୍ୟହରାଇଲେ ଭକ୍ତ। ବାରିକେଡ୍‌ ଭାଙ୍ଗି ମନ୍ଦିର ଭିତରକୁ ପଶିଲେ। ଫଳରେ ଅନେକ ଭକ୍ତ ଓ ସେବାୟତ ଆହତ ହୋଇଛନ୍ତି।…