Below header
Browsing Tag

dola utsav

ଶାନ୍ତି ଶୃଙ୍ଖଳାର ସହିତ ପାଳନ ହେଲା ଦୋଳ ଉତ୍ସବ, ଦେଖିବାକୁ ମିଳିଥିଲା ଭକ୍ତମାନଙ୍କ ଭିଡ

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକସ୍ଥିତ ବ୍ରାହ୍ମଣ ଗାଁର ବାବା ପ୍ରସନ୍ନ କ୍ଷେମେଶ୍ଵର ମହାଦେବ ମନ୍ଦିରରେ ପାଳିତ ହୋଇଛି ମେଳଣ ପର୍ବ । ହରଙ୍କ ଠାରୁ ହରି ଅବିର ନେବା ପାଇଁ ଲାଗିଥିଲା ଲୋକଙ୍କ ଲମ୍ୱା ଲାଇନ । ବାଜା ବଜାଇ ମେଳଣ ପର୍ବକୁ ଉପଭୋଗ କରିଛନ୍ତି ହଜାର ହଜାର ଭକ୍ତ । ବିଭିନ୍ନ ପ୍ରକାର…

ନିଆରା ପରମ୍ପରା ହେଉଛି ହରିହର ଭେଟ, ଦୋଳ ଯାତକୁ ଉପଭୋଗ କଲେ ହଜାର ହଜାର ଭକ୍ତ

ପୁରୀ (କେନ୍ୟୁଜ୍‌) : ପୁରୀ ଜିଲ୍ଲା ଗୋପ ବ୍ଲକ ଦେସ୍ଥଳି ପଞ୍ଚାୟତ ପିଣ୍ଡଳ ଗାଁର ମା ବାଗେଶ୍ୱରୀଙ୍କ ପୀଠରେ ପାଳିତ ହୋଇଛି ଦୋଳ ଯାତ୍ରା । ଏନେଇ ରବିବାର ସନ୍ଧ୍ୟାରେ ଆଖପାଖ ୯ଟି ଗାଁର ଦୋଳ ମଧ୍ୟରେ ମେଳଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ମେଳଣକୁ ନିକଟସ୍ଥ ଗାଁର ରାଧା କୃଷ୍ଣ ଯୁଗଳ ମୂର୍ତ୍ତି…

ପାଞ୍ଚପିଢିର ଐତିହାସିକ ଦୋଳ ମେଳଣ ପାଇଁ ଉତ୍ସବ ମୁଖର କରଞ୍ଜିଆ, ଜମିଛି ଭକ୍ତଙ୍କ ସମାଗମ

କରଞ୍ଜିଆ(କେନ୍ଯୁଜ୍): ଦୋଳ ମହାମେଲଣ ଉତ୍ସବ । ଫଗୁ ଦଶମୀ ଦିନଠୁ ମନ୍ଦିରରୁ ବାହାରି ଘରକୁ ଘର ବୁଲି ଭୋଗଖାଇବା ସହ ଭକ୍ତଙ୍କ ସଙ୍ଗେ ରଙ୍ଗ ଖେଳୁଛନ୍ତି ରାଧାକୃଷ୍ଣ। ତିନିଦିନ ଧରି ବିଭିନ୍ନ ସ୍ଥାନ ଅନୁସାରେ କରଞ୍ଜିଆରେ ବି ଭୋଗ ଖାଇ ରଙ୍ଗ ଖେଳିବା ପରେ ପରମ୍ପରା ଅନୁସାରେ ଆଜି ପାହାନ୍ତାରୁ…

ବିମାନରେ ବସି ଘର ଘର ବୁଲି ଭୋଗ ଖାଉଛନ୍ତି ଦୋଳଗୋବିନ୍ଦ, ଦର୍ଶନ କରନ୍ତୁ

"ଦୋଳେଶ୍ଚ ଦୋଳଗୋବିନ୍ଦ ଚାପେଚ ମଧୁସୂଦନମ୍, ରଥେତ୍ୱଂ ବାମନଂ ଦୃଷ୍ଟ୍ଵା ପୁନର୍ଜନ୍ମ ନ ବିଦ୍ୟତେ।" ଅର୍ଥାତ, ଦୋଳ ବିମାନରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ ଓ ରଥରେ ମହାପ୍ରଭୁ ଜଗନ୍ନାଥଙ୍କୁ ବାମନ ରୂପରେ ଦର୍ଶନ କଲେ ପୁନର୍ଜନ୍ମ ହୋଇନଥାଏ, ମନୁଷ୍ୟ ଜନ୍ମରୁ ମୁକ୍ତି ମିଳିଥାଏ। ଓଡ଼ିଆ…

ଆଜିଠୁ ଶ୍ରୀମନ୍ଦିରରେ ସପ୍ତାହ ଧରି ଦୋଳ ଉତ୍ସବ, ସ୍ୱତନ୍ତ୍ର ବିମାନରେ ବସି ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ଯିବେ ଚଳନ୍ତି…

ପୁରୀ : ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଫଗୁ ଦଶମୀ ବା ଫାଲଗୁନ ଶୁକ୍ଳ ଦଶମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଆଜିଠୁ ଶ୍ରୀମନ୍ଦିରରେ ସପ୍ତାହ ଧରି ଦୋଳ ଉତ୍ସବ ମଧ୍ୟ ଆରମ୍ଭ ହେବ । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଦୋଳଯାତ୍ରା ଅନ୍ୟତମ ପ୍ରମୁଖ ଯାତ୍ରା। ଆଜିର…