Below header
Browsing Tag

door opening

ଆମେରିକା: ଉଡ଼ାଣ ବେଳେ ହଠାତ୍‌ ଭାଙ୍ଗିଗଲା ବିମାନର କବାଟ, କରାଗଲା ଜରୁରୀ ଅବତରଣ

ଆମେରିକାରେ ଉଡ଼ାଣ ଭରିବାର କିଛି ସମୟ ପରେ ଏକ ଛୋଟ ବିମାନର ପଛ କବାଟ ହଠାତ୍‌ ଭାଙ୍ଗି ପଡ଼ିଥିଲା । ବିମାନଟି ଏୟାରପୋର୍ଟରୁ ଦକ୍ଷିଣରେ କିଛି ଦୂରରେ ଚେକ୍‌ଟୋୱାଗା ଉପରେ ଉଡ଼ାଣ ଭରୁଥିଲା । ଏହି ସମୟରେ ପଛ କବାଟଟି ଭାଙ୍ଗିଯିବାରୁ ବିମାନକୁ ଜରୁରୀ ଅବତରଣ କରାଇବାକୁ ପଡ଼ିଥିଲା । ବିମାନରେ…

ଅପେକ୍ଷାର ଅନ୍ତ ଘଟିଲା, ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେଲେ ବାବା କେଦାରନାଥ; ହର ହର ମହାଦେବ ନାରାରେ କମ୍ପି…

ଭାରତର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭଗବାନ କେଦାରନାଥ ଧାମର କବାଟ ଆଜି ପୂର୍ବାହ୍ନ ୬ଟା ୨୫ରେ ଖୋଲିଛି । ଦ୍ବାର ଖୋଲିବା ସମୟରେ ହର ହର ମହାଦେବଙ୍କ ନାଁରେ କମ୍ପି ଉଠିଥିଲା ପୁରା ପରିବେଶ । ଦୀର୍ଘ ୨ ବର୍ଷ ପରେ ଭଗବାନ କେଦାରନାଥଙ୍କୁ ସାଧାରଣ ଭକ୍ତମାନେ ଦର୍ଶନ କରିଛନ୍ତି। କାରଣ ବିଗତ…