Below header
Browsing Tag

drdo chairman sathees reddy

ଶହେ ବର୍ଷରେ ପ୍ରଥମ, ଡିଆରଡିଓ ଅଧ୍ୟକ୍ଷ ସତୀଶ ରେଡ୍ଡିଙ୍କୁ ଅନ୍ତର୍ଜାତୀୟ ସମ୍ମାନ

ନୂଆଦିଲ୍ଲୀ : ଦେଶର ସୁରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆରଡିଓର ଅଧ୍ୟକ୍ଷ ଜି. ସତୀଶ ରେଡ୍ଡିଙ୍କୁ ମିଳିଲା ଅନ୍ତର୍ଜାତୀୟ ଫେଲୋସିପ୍‌ । ବ୍ରିଟେନ୍‌ର ରୟାଲ ଏରୋନଟିକ୍ସ ସୋସାଇଟି ତରଫରୁ ଏହି ମର୍ଯ୍ୟାଦାଜନକ ଫେଲୋସିପ ତାଙ୍କୁ ମିଳିଛି । ଗତ ଶହେ ବର୍ଷ ମଧ୍ୟରେ ଏହି ସମ୍ମାନ ପାଇବାରେ ସେ…